Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ମଧ୍ୟଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ବିଶେଷ ପର୍ଯ୍ୟଟକ ଟ୍ରେନରେ ସ୍ବଦେଶ ଦର୍ଶନ 
ଆଜିର ଖବର

ଓଡିଶା ମଧ୍ୟଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ବିଶେଷ ପର୍ଯ୍ୟଟକ ଟ୍ରେନରେ ସ୍ବଦେଶ ଦର୍ଶନ 

May 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଜୁଲାଇ ୨୦୨୨ ରେ ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ “ସ୍ଵଦେଶ ଦର୍ଶନ ସହିତ ମାତା ବୈଷ୍ଣୋଦେବୀ ଦର୍ଶନ” ଆୟୋଜନ କରିଛି।

୦୬ ରାତ୍ରି ଏବଂ ୦୭ ଦିନ ଯାତ୍ରା ସହିତ ସ୍ଵଦେଶ ଦର୍ଶନ – ମାତା ବୈଷ୍ଣୋଦେବୀ ଦର୍ଶନ ସହିତ ଉତ୍ତର ଭାରତ ଆଡକୁ ପର୍ଯ୍ୟଟନ ପ୍ୟାକେଜ୍ ସମସ୍ତ ଦେୟ ସହିତ ମାତ୍ର ୧୬୬୫୦/- ଷ୍ଟାଣ୍ଡାର୍ଡ ପ୍ୟାକେଜରେ ପାଉଣା ଦେବାକୁ ହେବ। ଏହି ପର୍ଯ୍ୟଟନ ପ୍ୟାକେଜ ଦ୍ୱାରା କାଟ୍ରା ଠାରେ ମାତା ବୈଷ୍ଣୋଦେବୀ, ଆଗ୍ରା ଠାରେ ତାଜମହଲ ଏବଂ ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ବର୍ଣ୍ଣ ମନ୍ଦିର ଏବଂ ୱାଗା ସୀମା ପରିଦର୍ଶନ କରାଯାଇ ହେବ।

ଏହି ପ୍ୟାକେଜରେ ରାତ୍ରି ଆବାସ (ଛାତ୍ରାବାସ/ହଲ୍/ବଜେଟ୍ ହୋଟେଲ), ଦର୍ଶନୀୟ ସ୍ଥାନ, ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଏବଂ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳର ଯାତ୍ରୀମାନେ ଧାର୍ମିକ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବୋର୍ଡିଂ ପଏଣ୍ଟ ଓଡିଶାରୁ ବ୍ରହ୍ମପୁର ଓ ସମ୍ବଲପୁର ଠାରୁ ଉତ୍ତର ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସର୍ବନିମ୍ନ ମୂଲ୍ୟରେ ଭ୍ରମଣ କରିବାକୁ ଉପରୋକ୍ତ ପର୍ଯ୍ୟଟନ ପ୍ୟାକେଜ୍ ସିଷ୍ଟମ ଉପଯୋଗ କରିପାରିବେ।

ଚାରି ଧାମ ଯାତ୍ରା:

ଏହା ବ୍ୟତୀତ, ଭୁବନେଶ୍ୱର ସ୍ଥିତ ଆଇଆରସିଟିସି ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଚାରିଧାମ ଯାତ୍ରା (୧୧ ରାତି ଏବଂ ୧୨ ଦିନ) ପାଇଁ ସବୁଠାରୁ ଶସ୍ତା ଘରୋଇ ବିମାନ ଯାତ୍ରା ପ୍ୟାକେଜ୍ ପ୍ରଦାନ କରୁଛି। ଘରୋଇ ବିମାନ ଯାତ୍ରା ପ୍ୟାକେଜ୍ ବହୁତ ଭଲ ଭାବରେ ପରିକଳ୍ପିତ, ସ୍ୱଳ୍ପ ଅର୍ଥ ପାଉଣା ଏବଂ ଏହା ଭୁବନେଶ୍ୱରରୁ ବିମାନ ଯାତ୍ରା ଟିକେଟ ପାଉଣା ସହିତ ହୋଟେଲ ରହଣି, ଖାଦ୍ୟ, ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ଦୃଶ୍ୟ ଦେଖିବା, ଶୀତତାପ ନିୟନ୍ତ୍ରିତ ଯାନରେ ଗାଡିଭଡା ଦେୟ ଏବଂ ଅନ୍ୟାନ ସେବା କର ଅନ୍ତର୍ଭୁକ୍ତ।

ଆଇଆରସିଟିସି ଓଡିଶା ଭାରତୀୟ ରେଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.