Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାରରେ ସୂର୍ଯ୍ୟ ଦେବଙ୍କୁ ମନେ ମନେ ପଢନ୍ତୁ ଏହି ମନ୍ତ୍ରୀ, ମିଳିବ ସଫଳତା
ଆଜିର ଖବର

ରବିବାରରେ ସୂର୍ଯ୍ୟ ଦେବଙ୍କୁ ମନେ ମନେ ପଢନ୍ତୁ ଏହି ମନ୍ତ୍ରୀ, ମିଳିବ ସଫଳତା

May 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ରବିବାରରେ ପ୍ରଭୃ ସୂର୍ଯ୍ୟ ଦେବଙ୍କୁ ମନେ ମନେ ଏହି ମନ୍ତ୍ରୀ ପଢନ୍ତୁ, ମିଳିବ ସଫଳତା

ଭୁବନେଶ୍ବର: ଧାର୍ମିକ ବିଶ୍ୱାସ ଅନୁଯାୟୀ ରବିବାର ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଭଗବାନ ସୁର୍ଯ୍ୟଙ୍କ ଉପାସନା କରାଯାଏ। ସୂର୍ଯ୍ୟ ଭଗବାନଙ୍କ କୃପାରୁ ଜଣେ ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୁଏ। ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବାକୁ, ସୂର୍ଯ୍ୟଦେବଙ୍କ ଆରତୀ କରନ୍ତୁ। ଭଗବାନ ସୂର୍ଯ୍ୟଙ୍କୁ ପୂଜା କରିବା ଶୁଭ ଫଳାଫଳ ଆଣିଥାଏ ।

ଓଁ ଜୟ ସୂର୍ଯ୍ୟ ଭଗବାନ, ଓଁ ଜୟ ସୂର୍ଯ୍ୟ ଭଗବାନ, ଓଁ ଜୟ ସୂର୍ଯ୍ୟ ଭଗବାନ, ଏହିପରି ଆଜି ଦିନରେ କୌଣସି ଏକ ମୂର୍ହୁତ୍ତରେ ଏକୋଇଶି ଥର ମନେ ମନେ ଧ୍ୟାନ କରନ୍ତୁ। ଏହି ଧ୍ୟାନ ସମୟରେ ସୂର୍ଯ୍ୟ ଦେବଙ୍କ ସକାଳେ ଉଇଁବା ସମୟର ରୂପକୁ ମନେ ମଧ୍ୟରେ ରଖନ୍ତୁ। ଏହିପରି ଏକୋଇଶ ଥର ଜପ କଲେ ସଫଳତା ନିଶ୍ଚିତ ସଫଳତା ମିଳିବ।

ରବିବାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026
Latest News

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.