Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡେଂଟାଲ୍ ଫଟୋଗ୍ରାଫି ଉପରେ ଆଇଡିଏସ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା
ଆଜିର ଖବର

ଡେଂଟାଲ୍ ଫଟୋଗ୍ରାଫି ଉପରେ ଆଇଡିଏସ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡେଂଟାଲ୍ ଫଟୋଗ୍ରାଫି ସମ୍ପର୍କରେ ଫ୍ୟାକଲ୍ଟି ମେମ୍ବର ଏବଂ ପିଜି ଛାତ୍ରଛାତ୍ରୀଙ୍କ ଅଧିକ ଜ୍ଞାନ ଆହରଣ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କର୍ମଶାଳା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ଆଇଡିଏସ୍‌ର ସୋଆଲେନ୍ସ ଫଟୋଗ୍ରାଫି କ୍ଲବ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ମୁମ୍ବାଇର ପ୍ରଖ୍ୟାତ ଡେଂଟାଲ୍ ଫଟୋଗ୍ରାଫର ଡାକ୍ତର ମୟୁର ଦାଭଡା ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଜ୍ଞାନ ବିକୀରଣ, ଚିକିତ୍ସା ସମୟରେ ରୋଗୀମାନଙ୍କୁ ବୁଝାଇବା ନିମନ୍ତେ ତଥା ବିଭିନ୍ନ ପ୍ରତିଷ୍ଠିତ ରିସର୍ଚ୍ଚ ଜର୍ନାଲ୍ ଗୁଡ଼ିକରେ ପ୍ରକାଶନ ନିମନ୍ତେ ଉତମ କ୍ଲିନିକାଲ୍ ଫଟୋ ଉଠାଇବା କ୍ଷେତ୍ରରେ ଡେଂଟାଲ୍ ଫଟୋଗ୍ରାଫି ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ। ଏହି ବିଷୟରେ କର୍ମଶାଳାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ଡାକ୍ତର ଦାଭଡା କର୍ମଶାଳାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।

ସୋଆଲେନ୍ସ ଫଟୋଗ୍ରାଫି କ୍ଲବ କୋର୍ଡିନେଟର ପ୍ରଫେସର (ଡାକ୍ତର) ରଜତ ପାଣିଗ୍ରାହୀ, ଡାକ୍ତର ଅନୁରାଗ ଶତପଥୀ, ଡାକ୍ତର ସ୍ମୃତିଭୂଷଣ ନନ୍ଦ, ଡାକ୍ତର ଶିବ ପ୍ରସାଦ ଜେନା, ଡାକ୍ତର ସୌରଭ ପଣ୍ଡା, ଡାକ୍ତର ତୁଷାର କାନ୍ତି ନାୟକ, ଡାକ୍ତର ଇପ୍‌ସିତା ମହାନ୍ତି ଏବଂ କାର୍ଯ୍ୟକ୍ରମର କୋର୍ଡିନେଟର ପ୍ରଫେସର (ଡାକ୍ତର) ଲୋରା ମିଶ୍ର ଏହି କର୍ମଶାଳାରେ ସାମିଲ ହୋଇଥିଲେ।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳିତ

August 8, 2026
Latest News

ଅଗଷ୍ଟ ୯ରୁ ୧୭ ଯାଏଁ ଓଡ଼ିଶାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ

August 8, 2026

ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା: “ବୋଲବମ୍” ଧ୍ୱନିରେ ମୁଖର ରାସ୍ତା

August 8, 2026

ମହିଳା ସଂରକ୍ଷଣରେ SADର ‘ହଁ’, ଡିଲିମିଟେସନ୍‌ରେ ବି ସମର୍ଥନ: ବଦଳୁଛି ରାଜନୈତିକ ସମୀକରଣ!

August 8, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ସ୍ତନ୍ୟପାନ ସପ୍ତାହ ପାଳିତ

August 8, 2026

ଶ୍ରୀଲଙ୍କାରେ ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ଶତକ: ଯଶସ୍ୱୀ ଏବଂ ପନ୍ତ-ଜୁରେଲ ଫ୍ଲପ୍

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.