Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହେଲା ଅନଲାଇନ ପୋର୍ଟାଲ
ଆଜିର ଖବର

ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହେଲା ଅନଲାଇନ ପୋର୍ଟାଲ

May 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ଏଚଇଆଇଏସ୍ / ଟିଇଆଇଏସ୍ ସଂକ୍ରାନ୍ତ  ସମଗ୍ର ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ମାନ୍ୟତା ପ୍ରଦାନ ବ୍ୟବସ୍ଥାକୁ ସୁସଂହତ କରିବାକୁ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛି। ପାଠ୍ୟକ୍ରମ ପାଇଁ ଆବେଦନପତ୍ର ଆହ୍ୱାନ କରିବା ଠାରୁ ଆରମ୍ଭ କରି ସ୍ୱୀକୃତି ପ୍ରଦାନ, ଶିକ୍ଷାନୁଷ୍ଠାନର ପରିଦର୍ଶନ ଆଦି ସମସ୍ତ କାର୍ଯ୍ୟ ଏହି ପୋର୍ଟାଲ ମାଧ୍ୟମରେ ପ୍ରକ୍ରିୟାକୃତ ହେବ। ଏହି ପୋର୍ଟାଲ ମଧ୍ୟ ନିକଟରେ ଆରମ୍ଭ ହୋଇଥିବା ୪ବର୍ଷିଆ ଆଇଟିଇପି ଆବେଦନପତ୍ରଗୁଡିକୁ ପ୍ରୋସେସ କରିବ।

ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଏନ୍‌ସିଇଟିଇର କାର୍ଯ୍ୟରେ  ବଡ ପରିବର୍ତ୍ତନ ଆଣିବ। ଏହା ଏକ ସ୍ୱୟଂକ୍ରିୟ ଦୃଢ ଢାଞ୍ଚା ପ୍ରଦାନ କରି ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ବଢାଇ କାମ କରିବାର ପରିବେଶକୁ ସହଜ କରିବ।

ଆଇଟିଇପି ପାଇଁ ଅନ୍‌ଲାଇନ୍ ଆବେଦନ ଏନସିଟିଇ ପ୍ରସେସ୍ ହେବ ଏବଂ ଏହାର ଆଡମିଶନ ଲଗ୍‌ଇନ୍ ୱେବସାଇଟ୍। (https://ncte.gov.in/Website/admin_Panel.aspx).।

ଏଚଇଆଇଏସ/ଟିଇଆଇଏସ୍‌ର ସମସ୍ତ ଯୋଗାଯୋଗ ଏଣିକି ଆଇଟିଇପି ପୋର୍ଟାଲ ମାଧ୍ୟମରେ କରିବାକୁ ପଡିବ । ଅଲଲାଇନ ଇନସ୍ପେକ୍‌ସନ ପାଇଁ ସମ୍ପୃକ୍ତ ପକ୍ଷଙ୍କୁ ଏନସିଟିଇର ୱେବସାଇଟର ି ପୋର୍ଟାଲକୁ ଆକ୍‌ସେସ କରିବାକୁ ପଡିବ।

ଅନଲାଇନ ପୋର୍ଟାଲ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.