Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କ ଦ୍ୱାରା ‘ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ- ଷ୍ଟୋରି ଅଫ୍‍ ଏ ସିଭିଲ ସର୍ଭାଣ୍ଟ୍‍’ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ରାଜ୍ୟପାଳଙ୍କ ଦ୍ୱାରା ‘ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ- ଷ୍ଟୋରି ଅଫ୍‍ ଏ ସିଭିଲ ସର୍ଭାଣ୍ଟ୍‍’ ପୁସ୍ତକ ଉନ୍ମୋଚିତ

July 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟପାଳଙ୍କ ଦ୍ୱାରା ‘ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ- ଷ୍ଟୋରି ଅଫ୍‍ ଏ ସିଭିଲ ସର୍ଭାଣ୍ଟ୍‍’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ କୁମାର ରଥଙ୍କ ଆତ୍ମ ଜୀବନୀ  ‘ ଥ୍ରୁ ରେନ୍‍ସ ଆଣ୍ଡ ସନ୍‍ସାଇନ- ଷ୍ଟୋରି ଅଫ୍‍ ଏ ସିଭିଲ ସର୍ଭାଣ୍ଟ୍‍’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ରାଜଭବନରେ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲେଖକ ଶ୍ରୀ ରଥଙ୍କ ଦୀର୍ଘ ସାରସ୍ୱତ ଯାତ୍ରା କାମନା କରିବା ସହିତ ତାଙ୍କ ଅନୁଭୂତି ଓ ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଉନ୍ମୋଚନ ଉତ୍ସବରେ ଲେଖକଙ୍କ ଧର୍ମ ପତ୍ନୀ ‌‌‌‌‌‌‌‌‌‌‌‌‌‌‌‌‌‌ପ୍ରତିମା ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଦୀପ କୁମାର ରଥ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026

ଲକଡାଉନର ମିଥ୍ୟା ଖବର ପ୍ରସାରଣ କରିବା ମହଙ୍ଗା ପଡିଲା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026
Latest News

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026

ଦେଶବ୍ୟାପୀ ଲକଡାଉନ୍ ହେବ କି?: ଜାଣନ୍ତୁ କ’ଣ କହିଲେ ଭାରତ ସରକାରର ମନ୍ତ୍ରୀ ହରଦୀପ ପୁରୀ?

March 27, 2026

ଜମ୍ମୁ କାଶ୍ମୀର ବିଧାନସଭାରେ ‘ଇସ୍ରାଏଲ ମୁର୍ଦ୍ଦାବାଦ’ ସ୍ଲୋଗାନ: ବିଜେପି ଏବଂ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସଂଘର୍ଷ

March 27, 2026

ଲକଡାଉନର ମିଥ୍ୟା ଖବର ପ୍ରସାରଣ କରିବା ମହଙ୍ଗା ପଡିଲା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.