ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୮୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୨୦
ବରଗଡ ଜିଲ୍ଲାରୁ- ୨
ଭଦ୍ରକ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୭
ବୌଦ୍ଧ ଜିଲ୍ଲାରୁ- ୧୩
କଟକ ଜିଲ୍ଲାରୁ- ୨୦୫
ଦେବଗଡ ଜିଲ୍ଲାରୁ- ୪
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୧୦
ଗଞ୍ଜାମ ଜିଲ୍ଲାରୁ- ୬
ଜଗତସିଂହପୁର ଜିଲ୍ଲାରୁ- ୨୨
ଯାଜପୁର ଜିଲ୍ଲାରୁ- ୧୮
ଝାରସୁଗୁଡା ଜିଲ୍ଲାରୁ- ୧୨
କଳାହାଣ୍ଡି ଜିଲ୍ଲାରୁ- ୧୦
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରାପଡା ଜିଲ୍ଲାରୁ- ୧୫
କେନ୍ଦୁଝର ଜିଲ୍ଲାରୁ- ୬
ଖୋର୍ଦ୍ଧା ଜିଲ୍ଲାରୁ- ୩୩୫
କୋରାପୁଟ ଜିଲ୍ଲାରୁ- ୪
ମୟୂରଭଞ୍ଜ ଜିଲ୍ଲାରୁ- ୨୮
ନବରଙ୍ଗପୁର ଜିଲ୍ଲାରୁ- ୯
ନୟାଗଡ ଜିଲ୍ଲାରୁ- ୧୯
ନୂଆପଡା ଜିଲ୍ଲାରୁ- ୯
ପୁରୀ ଜିଲ୍ଲାରୁ- ୨୮
ରାୟଗଡା ଜିଲ୍ଲାରୁ- ୧
ସମ୍ବଲପୁର ଜିଲ୍ଲାରୁ- ୩୧
ସୋନପୁର ଜିଲ୍ଲାରୁ- ୩୨
ସୁନ୍ଦରଗଡ ଜିଲ୍ଲାରୁ- ୧୦୬
ଷ୍ଟେଟ ପୁଲରୁ- ୭୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୧୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୧୬୯ ଏବଂ ବର୍ତ୍ତମାନ ୪୮୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।