ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୭୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୬୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୪
ବାଲେଶ୍ଵର ଜିଲ୍ଲାରୁ- ୮
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୬
ବଲାଙ୍ଗୀରି ଜିଲ୍ଲାରୁ- ୭
ବୌଦ୍ଧ ଜିଲ୍ଲାରୁ- ୧୧
କଟକ ଜିଲ୍ଲାରୁ- ୯୬
ଦେବଗଡ ଜିଲ୍ଲାରୁ- ୨
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୮
ଜଗତସିଂହପୁର ଜିଲ୍ଲାରୁ- ୧୬
ଯାଜପୁର ଜିଲ୍ଲାରୁ- ୧୨
ଝାରସୁଗୁଡା ଜିଲ୍ଲାରୁ- ୧୨
କଳାହାଣ୍ଡି ଜିଲ୍ଲାରୁ- ୫
କନ୍ଧମାଳ ଜିଲ୍ଲାରୁ- ୫
କେନ୍ଦ୍ରାପଡା ଜିଲ୍ଲାରୁ- ୮
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୨୮୨
କୋରାପୁଟ ଜିଲ୍ଲାରୁ- ୧୨
ମୟୂରଭଞ୍ଜ ଜିଲ୍ଲାରୁ- ୫୯
ନୟାଗଡ ଜିଲ୍ଲାରୁ- ୧୯
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୧୯
ରାୟଗଡା ଜିଲ୍ଲାରୁ- ୬
ସମ୍ବଲପୁର ଜିଲ୍ଲାରୁ- ୨୩
ସୋନପୁର ଜିଲ୍ଲାରୁ- ୨୬
ସୁନ୍ଦରଗଡ ଜିଲ୍ଲାରୁ- ୧୪୪
ଷ୍ଟେଟ ପୁଲରୁ- ୬୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୯ ହଜାର ୧୧୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୨୩୫ ଏବଂ ବର୍ତ୍ତମାନ ୫୬୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।