ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୯୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୫୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୨
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୯
ଭଦ୍ରକ ଜିଲ୍ଲାରୁ- ୬
ବଲାଙ୍ଗୀରି ଜିଲ୍ଲାରୁ- ୧୨
ବୌଦ୍ଧ ଜିଲ୍ଲାରୁ- ୧୨
କଟକ ଜିଲ୍ଲାରୁ- ୭୫
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୯
ଗଞ୍ଜାମ ଜିଲ୍ଲାରୁ- ୪
ଜଗତସିଂହପୁର ଜିଲ୍ଲାରୁ- ୧୪
ଯାଜପୁର ଜିଲ୍ଲାରୁ- ୧୩
ଝାରସୁଗୁଡା ଜିଲ୍ଲାରୁ- ୫
କଳାହାଣ୍ଡି ଜିଲ୍ଲାରୁ- ୧୮
କନ୍ଧମାଳ ଜିଲ୍ଲାରୁ- ୮
କେନ୍ଦ୍ରାପଡା ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୩୭୧
କୋରାପୁଟ ଜିଲ୍ଲାରୁ- ୬
ମୟୂରଭଞ୍ଜ ଜିଲ୍ଲାରୁ- ୩୨
ନବରଙ୍ଗପୁର ଜିଲ୍ଲାରୁ- ୩
ନୟାଗଡ ଜିଲ୍ଲାରୁ- ୨୭
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୨୦
ରାୟଗଡା ଜିଲ୍ଲାରୁ- ୧୫
ସମ୍ବଲପୁର ଜିଲ୍ଲାରୁ- ୫୩
ସୋନପୁର ଜିଲ୍ଲାରୁ- ୩୭
ସୁନ୍ଦରଗଡ ଜିଲ୍ଲାରୁ- ୧୦୩
ଷ୍ଟେଟ ପୁଲରୁ- ୭୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୩୭୪ ଏବଂ ବର୍ତ୍ତମାନ ୬୩୧୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।