ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୬୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୬୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୮୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୭୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୪
ବରଗଡ ଜିଲ୍ଲାରୁ- ୧୨
ଭଦ୍ରକ ଜିଲ୍ଲାରୁ- ୧୩
ବଲାଙ୍ଗୀରି ଜିଲ୍ଲାରୁ- ୯
ବୌଦ୍ଧ ଜିଲ୍ଲାରୁ- ୪
କଟକ ଜିଲ୍ଲାରୁ- ୩୮
ଦେବଗଡ ଜିଲ୍ଲାରୁ- ୫
ଗଜପତି ଜିଲ୍ଲାରୁ- ୫
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୧୦
ଯାଜପୁର ଜିଲ୍ଲାରୁ- ୮
ଝାରସୁଗୁଡା ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୧୨
କନ୍ଧମାଳ ଜିଲ୍ଲାରୁ- ୯
କେନ୍ଦ୍ରାପଡା ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୧୫୨
କୋରାପୁଟ ଜିଲ୍ଲାରୁ- ୧୫
ମୟୂରଭଞ୍ଜ ଜିଲ୍ଲାରୁ- ୭୮
ନବରଙ୍ଗପୁର ଜିଲ୍ଲାରୁ- ୬
ନୟାଗଡ ଜିଲ୍ଲାରୁ- ୧୨
ନୂଆପଡା ଜିଲ୍ଲାରୁ- ୧୧
ପୁରୀ ଜିଲ୍ଲାରୁ- ୬
ରାୟଗଡା ଜିଲ୍ଲାରୁ- ୧୧
ସମ୍ବଲପୁର ଜିଲ୍ଲାରୁ- ୪୮
ସୋନପୁର ଜିଲ୍ଲାରୁ- ୧୩
ସୁନ୍ଦରଗଡ ଜିଲ୍ଲାରୁ- ୧୪୨
ଷ୍ଟେଟ ପୁଲରୁ- ୨୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୭ ହଜାର ୯୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୬୬୯ ଏବଂ ବର୍ତ୍ତମାନ ୭୦୫୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।