ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୧୧
ଭଦ୍ରକ ଜିଲ୍ଲାରୁ- ୩
ବଲାଙ୍ଗୀରି ଜିଲ୍ଲାରୁ- ୧୪
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୦
ଦେବଗଡ ଜିଲ୍ଲାରୁ- ୪
ଗଜପତି ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୨
ଯାଜପୁର ଜିଲ୍ଲାରୁ- ୭
କଳାହାଣ୍ଡି ଜିଲ୍ଲାରୁ- ୪
କନ୍ଧମାଳ ଜିଲ୍ଲାରୁ- ୪
ଖୋର୍ଦ୍ଧା ଜିଲ୍ଲାରୁ- ୩୨
କୋରାପୁଟ ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୯
ନବରଙ୍ଗପୁର ଜିଲ୍ଲାରୁ- ୮
ନୟାଗଡ ଜିଲ୍ଲାରୁ- ୭
ନୂଆପଡା ଜିଲ୍ଲାରୁ- ୧୦
ପୁରୀ ଜିଲ୍ଲାରୁ- ୯
ରାୟଗଡା ଜିଲ୍ଲାରୁ- ୪
ସମ୍ବଲପୁର ଜିଲ୍ଲାରୁ- ୮
ସୋନପୁର ଜିଲ୍ଲାରୁ- ୬
ସୁନ୍ଦରଗଡ ଜିଲ୍ଲାରୁ- ୩୪
ଷ୍ଟେଟ ପୁଲରୁ- ୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୨୬୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୬୭୯ ଏବଂ ବର୍ତ୍ତମାନ ୨୩୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।