Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦିଙ୍କୁ ଶାସନରୁ ବେଦଖଲ କରିବା ପାଇଁ, ସପା ଓ ବସପା ସହ କଂଗ୍ରେସ ଗୋଟିଏ ଧାରାରେ – ରାହୁଲ୍‌
ଆଜିର ଖବର

ମୋଦିଙ୍କୁ ଶାସନରୁ ବେଦଖଲ କରିବା ପାଇଁ, ସପା ଓ ବସପା ସହ କଂଗ୍ରେସ ଗୋଟିଏ ଧାରାରେ – ରାହୁଲ୍‌

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rahul's press meet
rahul's press meet

ପ୍ରଧାନମନ୍ତ୍ରୀତ୍ବର ୫ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ଆଜି ପ୍ରଥମଥର ପାଇଁ ଏକ ପ୍ରେସ୍‌ମିଟ୍‌ କରିଥିଲେ । ତେବେ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ତାଙ୍କୁ କଟାକ୍ଷ କରିଛନ୍ତି । ଆୟୋଜିତ ଏକ ପ୍ରେସ୍‌ମିଟରେ ରାହୁଲ୍‌ ନିର୍ବାଚନୀ ଫଳାଫଳ ଘୋଷଣା ହେବାର ୫ ଦିନ ପୂର୍ବରୁ ମୋଦିଙ୍କର ପ୍ରେସମିଟ୍‌କୁ ନେଇ କଡ଼ା ସମାଲୋଚନା କରିଛନ୍ତି  । ଅମିତ୍‌ ଶାହାଙ୍କ ସହ ନରେନ୍ଦ୍ର ମୋଦି ବେଶ୍‌ ଭଲ ଭାବରେ ଏହି ପ୍ରେସ୍‌ ମିଟ୍‌ରେ ସାଥ୍‌ ଦେଇଥିବାର କହିଛନ୍ତି ରାହୁଲ୍‌ । ତେବେ ରାଫାଲେ ମାମଲାରେ ମୋଦି କ’ଣ ପାଇଁ ତାଙ୍କ ସହ ଆଲୋଚନା କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ନିର୍ବାଚନୀ ଫଳାଫଳ ଆସିବ ପରେ ସମ୍ଭାବିତ ମେଣ୍ଟକୁ ନେଇ ଶୁକ୍ରବାର ଦିନ ରାହୁଲ୍‌ କହିଛନ୍ତି ଯେ, ମାୟାବତୀ, ଅଖିଳେଶ ଓ ଟିପିଡି ପ୍ରମୁଖ ଚନ୍ଦ୍ରବାବୁ ନାଇଡୁ ବିଜେପି ସହିତ ମେଣ୍ଟ କରିବେ ନାହିଁ  । ନିର୍ବାଚନ ପରେ ୟୁପିଏ ପ୍ରମୁଖ ସୋନିଆ ଗାନ୍ଧିଙ୍କ ଅନୁଭବର ଫାଇଦା ଉଠାଯିବ ।  ରାହୁଲ୍‌ କହିଛନ୍ତି ଯେ, ସେ ସୋନିଆ ଗାନ୍ଧି ଓ ମନମୋହନ ସିଂହଙ୍କ ବହୁତ ଅନୁଭବ ରହିଛି, ସେ ନରେନ୍ଦ୍ର ମୋଦି ନୁହଁନ୍ତି ଯେ, ଅନୁଭବ କରି ଲୋକଙ୍କୁ ଦୁଇ ପକ୍ଷଭୁକ୍ତ କରିଦେବୁ । ଆମେ ସୋନିଆ ଗାନ୍ଧିଙ୍କ ଅନୁଭବର ଫାଇଦା ଉଠାଇବୁ ବୋଲି ରାହୁଲ୍‌ କହିଛନ୍ତି ।  ଆସନ୍ତା ୨୩ ତାରିଖରେ ଜନତାଙ୍କ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି । ଏହି ଅବସରରେ ରାହୁଲ୍‌ ନରେନ୍ଦ୍ର ମୋଦିଙ୍କୁ ସତ୍ତାରୁ ବେଦଖଲ କରିବା ପାଇଁ କଂଗ୍ରେସ, ବସପା  ଓ ସପା ଔପଚାରିକ ରୂପେ ଗୋଟି ଧାରାରେ ରହିଛନ୍ତି ବୋଲି କହିଛନ୍ତି ।

 

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.