ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୧୦
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୨୨
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୨୨
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୮
ଝାରସୁଗୁଡା ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୮
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦ୍ରପଡା ଜିଲ୍ଲାରୁ- ୨
କେନ୍ଦୁଝର ଜିଲ୍ଲାରୁ- ୬
ଖୋର୍ଦ୍ଧା ଜିଲ୍ଲାରୁ- ୩୪
ମୟୂରଭଞ୍ଜ ଜିଲ୍ଲାରୁ- ୧୨
ନବରଙ୍ଗପୁର ଜିଲ୍ଲାରୁ- ୭
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୬
ପୁରୀ ଜିଲ୍ଲାରୁ- ୬
ରାୟଗଡା ଜିଲ୍ଲାରୁ- ୧୦
ସମ୍ବଲପୁର ଜିଲ୍ଲାରୁ- ୧୫
ସୁନ୍ଦରଗଡ ଜିଲ୍ଲାରୁ- ୫୬
ଷ୍ଟେଟ ପୁଲରୁ- ୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୬ ହଜାର ୯୨୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୫ ହଜାର ୭୨୪ ଏବଂ ବର୍ତ୍ତମାନ ୧୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।