Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଗୁଲ୍‌ ଡୁଡୁଲ୍‌ରେ ପ୍ରସିଦ୍ଧ ପାର୍ସୀ କବି ତଥା ଦାର୍ଶନିକ ଓମାର ଖୟାମ୍‌
ଆଜିର ଖବର

ଗୁଗୁଲ୍‌ ଡୁଡୁଲ୍‌ରେ ପ୍ରସିଦ୍ଧ ପାର୍ସୀ କବି ତଥା ଦାର୍ଶନିକ ଓମାର ଖୟାମ୍‌

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
google prepared a special doodle for omar khyaams
google prepared a special doodle for omar khyaams

ଓମାର ଖୟାମ୍‌ ଜଣେ ପ୍ରସିଦ୍ଧ ପାର୍ସୀ କବି, ଦାର୍ଶନିକ, ଗଣିତଜ୍ଞ ତଥା ଜ୍ୟୋର୍ତିବିଦ୍‌ ଥିଲେ । ଗୁଗୁଲ୍‌ ଆଜି ଓମାର୍‌ଙ୍କ ୯୭୧ ତମ ଜୟନ୍ତୀ ପାଳନ ଅବସରରେ ଓମାର୍‌ଙ୍କୁ ଡୁଡୁଲ୍‌ରେ ସ୍ଥାନିତ କରିଛି । ୧୦୪୮ ମସିହା ମଇ ୧୮ ତାରିଖରେ ପୂର୍ବ ଇରାନ୍‌ର ନିଶାପୁର୍‌ଠାରେ ଜନ୍ମଗ୍ରହଣ କରିଥିଲେ । ଖୟାମ୍‌ ଗଣିତ ଓ ବିଜ୍ଞାନର ଉଦ୍ଭାବନ ରୂପେ ବେଶ୍‌ ପରିଚିତ । ଏହା ସହିତ ଜଲାଲୀ କ୍ୟାଲେଣ୍ଡରର ପ୍ରଚଳନ ପାଇଁ ମଧ୍ୟ ତାଙ୍କୁ ଶ୍ରେୟ ଦିଆଯାଇଥାଏ । ଏହି କ୍ୟାଲେଣ୍ଡର ଆଜି ବି ଇରାନ୍‌ ଓ ଆଫଗାନିସ୍ତାନରେ ବ୍ୟବହୃତ କରାଯାଉଛି । ଦାର୍ଶନିକ, ଗଣିତଜ୍ଞ ବ୍ୟତୀତୀ ସାହିତ୍ୟ ଜଗତରେ ଖୟାମ୍‌ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ତାଙ୍କ ରଚିତ କବିତା, ରୁବାୟତ୍‌ ବହୁତ ପ୍ରସିଦ୍ଧ  ।  ଜ୍ୟୋର୍ତିବିଦ୍‌ ହିସାବରେ ଖୟାମ୍‌ଙ୍କ ଅବଦାନ ମଧ୍ୟ ଅତୁଳନୀୟ । ଏହା ସହିତ ଆଲ୍‌ଜେବ୍ରା ପାଇଁ ମଧ୍ୟ ତାଙ୍କର ଯୋଗଦାନ ମହତ୍ତ୍ବପୂର୍ଣ୍ଣ । ୧୧୩୧ ମସିହା ୮୩ ବର୍ଷ ବୟସରେ ଡିସେମ୍ବର ୪ ତାରିଖରେ ଓମାର୍‌ ଦୁନିଆରୁ ବିଦାୟ ନେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026
Latest News

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.