Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଗୁଲ୍‌ ଡୁଡୁଲ୍‌ରେ ପ୍ରସିଦ୍ଧ ପାର୍ସୀ କବି ତଥା ଦାର୍ଶନିକ ଓମାର ଖୟାମ୍‌
ଆଜିର ଖବର

ଗୁଗୁଲ୍‌ ଡୁଡୁଲ୍‌ରେ ପ୍ରସିଦ୍ଧ ପାର୍ସୀ କବି ତଥା ଦାର୍ଶନିକ ଓମାର ଖୟାମ୍‌

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
google prepared a special doodle for omar khyaams
google prepared a special doodle for omar khyaams

ଓମାର ଖୟାମ୍‌ ଜଣେ ପ୍ରସିଦ୍ଧ ପାର୍ସୀ କବି, ଦାର୍ଶନିକ, ଗଣିତଜ୍ଞ ତଥା ଜ୍ୟୋର୍ତିବିଦ୍‌ ଥିଲେ । ଗୁଗୁଲ୍‌ ଆଜି ଓମାର୍‌ଙ୍କ ୯୭୧ ତମ ଜୟନ୍ତୀ ପାଳନ ଅବସରରେ ଓମାର୍‌ଙ୍କୁ ଡୁଡୁଲ୍‌ରେ ସ୍ଥାନିତ କରିଛି । ୧୦୪୮ ମସିହା ମଇ ୧୮ ତାରିଖରେ ପୂର୍ବ ଇରାନ୍‌ର ନିଶାପୁର୍‌ଠାରେ ଜନ୍ମଗ୍ରହଣ କରିଥିଲେ । ଖୟାମ୍‌ ଗଣିତ ଓ ବିଜ୍ଞାନର ଉଦ୍ଭାବନ ରୂପେ ବେଶ୍‌ ପରିଚିତ । ଏହା ସହିତ ଜଲାଲୀ କ୍ୟାଲେଣ୍ଡରର ପ୍ରଚଳନ ପାଇଁ ମଧ୍ୟ ତାଙ୍କୁ ଶ୍ରେୟ ଦିଆଯାଇଥାଏ । ଏହି କ୍ୟାଲେଣ୍ଡର ଆଜି ବି ଇରାନ୍‌ ଓ ଆଫଗାନିସ୍ତାନରେ ବ୍ୟବହୃତ କରାଯାଉଛି । ଦାର୍ଶନିକ, ଗଣିତଜ୍ଞ ବ୍ୟତୀତୀ ସାହିତ୍ୟ ଜଗତରେ ଖୟାମ୍‌ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ତାଙ୍କ ରଚିତ କବିତା, ରୁବାୟତ୍‌ ବହୁତ ପ୍ରସିଦ୍ଧ  ।  ଜ୍ୟୋର୍ତିବିଦ୍‌ ହିସାବରେ ଖୟାମ୍‌ଙ୍କ ଅବଦାନ ମଧ୍ୟ ଅତୁଳନୀୟ । ଏହା ସହିତ ଆଲ୍‌ଜେବ୍ରା ପାଇଁ ମଧ୍ୟ ତାଙ୍କର ଯୋଗଦାନ ମହତ୍ତ୍ବପୂର୍ଣ୍ଣ । ୧୧୩୧ ମସିହା ୮୩ ବର୍ଷ ବୟସରେ ଡିସେମ୍ବର ୪ ତାରିଖରେ ଓମାର୍‌ ଦୁନିଆରୁ ବିଦାୟ ନେଇଥିଲେ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବୁଧବାର ରାଶିଫଳ: ଆଜି ଏହି ରାଶିର ଲୋକ ଆନନ୍ଦରେ ବିତାଇବେ ଦିନ

November 5, 2025

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025
BJP Ads
Latest News

ବୁଧବାର ରାଶିଫଳ: ଆଜି ଏହି ରାଶିର ଲୋକ ଆନନ୍ଦରେ ବିତାଇବେ ଦିନ

November 5, 2025

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.