ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୩
ଭଦ୍ରକ ଜିଲ୍ଲାରୁ- ୩
ବଲାଙ୍ଗୀରି ଜିଲ୍ଲାରୁ- ୫
ବୌଦ୍ଧ ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ- ୨୭
ଦେବଗଡ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୧
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୭
ଯାଜପୁର ଜିଲ୍ଲାରୁ- ୭
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୯
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୩
ଖୋର୍ଦ୍ଧା ଜିଲ୍ଲାରୁ- ୬୮
କୋରାପୁଟ ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୧
ନବରଙ୍ଗପୁର ଜିଲ୍ଲାରୁ- ୧୪
ନୟାଗଡ ଜିଲ୍ଲାରୁ- ୧୬
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୩
ସମ୍ବଲପୁର ଜିଲ୍ଲାରୁ- ୭
ସୋନପୁର ଜିଲ୍ଲାରୁ- ୧
ସୁନ୍ଦରଗଡ ଜିଲ୍ଲାରୁ- ୨୧
ଷ୍ଟେଟ ପୁଲରୁ- ୧୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୮୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୬୨ ଏବଂ ବର୍ତ୍ତମାନ ୧୫୭୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।