Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେ ୨୮ରେ ଭାରତୀୟ ବଜାରରେ ପ୍ରବେଶ କରିବ ଆପାଚେ ଆରଆର-୩୧୦
ଆଜିର ଖବର

ମେ ୨୮ରେ ଭାରତୀୟ ବଜାରରେ ପ୍ରବେଶ କରିବ ଆପାଚେ ଆରଆର-୩୧୦

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
apache rr 310 to enter indian market on 28th may
apache rr 310 to enter indian market on 28th may

ଭାରତୀୟ ବଜାରରେ ଆସନ୍ତା ମେ ୨୮ରେ ପ୍ରବେଶ କରିବାକୁ ଯାଉଛି ଆପାଚେ ଆରଆର୩୧୦। ଆପାଚେର ଏହି ନୂତନ ମଡେଲର ଦୁଇଟି ଭ୍ୟାରିଆଣ୍ଟ ବଜାରରେ ପ୍ରବେଶ କରିବ। ଦୁଇଟି ମଡେଲ୍‌ରେ କେବଳ ବାହ୍ୟ ଡିଜାଇନ୍‌ରେ ସାମାନ୍ୟ ପରିବର୍ତ୍ତନ ରହିଛି । ଗୋଟିଏ ମଡେଲରେ ବାଇ ଏଲ୍‌ଇଡି ଟ୍ବିନ୍‌ ପ୍ରୋଜେକ୍ଟର ରହିଥିବା ବେଳେ ଅନ୍ୟଟିରେ କେବଳ ଏଲ୍‌ଇଡି ଟେଲ ଲାଇଟ୍‌ ବ୍ୟବହୃତ ହୋଇଛି। ଉଭୟ ବାଇକ୍‌ର ଇଞ୍ଜିନ୍‌ ଏବଂ ଚେଚିସ୍‌ ସମାନ ରହିବ ବୋଲି ଟିଭିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆରଆର ୩୧୦ରେ ୩୧୨.୧୨ ସିସିର ଇଞ୍ଜିନ୍‌ ରହିଥିବା ବେଳେ ଏହା ୩୩.୫୨ ବିଏଚ୍‌ପି ଏବଂ ୨୭.୩ଏନ୍‌ଏମ୍‌ ଟର୍କର ଶକ୍ତି ଉତ୍ପନ୍ନ କରିଥାଏ। ବାଇକ୍‌ର ସାମ୍ନାରେ ୩୦୦ ଏମ୍‌ଏମ୍‌ର ଡିସ୍କ ବ୍ରେକ୍‌ ରହିଥିବା ବେଳେ ପଛ ବ୍ରେକ୍‌ ୨୪୦ ଏମ୍‌ ଏମ୍‌ର ରହିଛି। ବାଇକ୍‌ର ମୂଲ୍ୟ ୨.୨୪ ଲକ୍ଷ ଟଙ୍କା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.