Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେ ୨୮ରେ ଭାରତୀୟ ବଜାରରେ ପ୍ରବେଶ କରିବ ଆପାଚେ ଆରଆର-୩୧୦
ଆଜିର ଖବର

ମେ ୨୮ରେ ଭାରତୀୟ ବଜାରରେ ପ୍ରବେଶ କରିବ ଆପାଚେ ଆରଆର-୩୧୦

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
apache rr 310 to enter indian market on 28th may
apache rr 310 to enter indian market on 28th may

ଭାରତୀୟ ବଜାରରେ ଆସନ୍ତା ମେ ୨୮ରେ ପ୍ରବେଶ କରିବାକୁ ଯାଉଛି ଆପାଚେ ଆରଆର୩୧୦। ଆପାଚେର ଏହି ନୂତନ ମଡେଲର ଦୁଇଟି ଭ୍ୟାରିଆଣ୍ଟ ବଜାରରେ ପ୍ରବେଶ କରିବ। ଦୁଇଟି ମଡେଲ୍‌ରେ କେବଳ ବାହ୍ୟ ଡିଜାଇନ୍‌ରେ ସାମାନ୍ୟ ପରିବର୍ତ୍ତନ ରହିଛି । ଗୋଟିଏ ମଡେଲରେ ବାଇ ଏଲ୍‌ଇଡି ଟ୍ବିନ୍‌ ପ୍ରୋଜେକ୍ଟର ରହିଥିବା ବେଳେ ଅନ୍ୟଟିରେ କେବଳ ଏଲ୍‌ଇଡି ଟେଲ ଲାଇଟ୍‌ ବ୍ୟବହୃତ ହୋଇଛି। ଉଭୟ ବାଇକ୍‌ର ଇଞ୍ଜିନ୍‌ ଏବଂ ଚେଚିସ୍‌ ସମାନ ରହିବ ବୋଲି ଟିଭିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆରଆର ୩୧୦ରେ ୩୧୨.୧୨ ସିସିର ଇଞ୍ଜିନ୍‌ ରହିଥିବା ବେଳେ ଏହା ୩୩.୫୨ ବିଏଚ୍‌ପି ଏବଂ ୨୭.୩ଏନ୍‌ଏମ୍‌ ଟର୍କର ଶକ୍ତି ଉତ୍ପନ୍ନ କରିଥାଏ। ବାଇକ୍‌ର ସାମ୍ନାରେ ୩୦୦ ଏମ୍‌ଏମ୍‌ର ଡିସ୍କ ବ୍ରେକ୍‌ ରହିଥିବା ବେଳେ ପଛ ବ୍ରେକ୍‌ ୨୪୦ ଏମ୍‌ ଏମ୍‌ର ରହିଛି। ବାଇକ୍‌ର ମୂଲ୍ୟ ୨.୨୪ ଲକ୍ଷ ଟଙ୍କା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.