Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସିଦ୍ଧୁ : ଅମରିନ୍ଦର
ଆଜିର ଖବର

ମୋତେ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସିଦ୍ଧୁ : ଅମରିନ୍ଦର

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sidhu want cm of panjab
sidhu want cm of panjab

ଚଳିତ ଲୋକସଭା ନିର୍ବାଚନରେ ପଞ୍ଜାବଠାରେ କଂଗ୍ରେସର ଟକ୍କର ବିଜେପି-ଅକାଳୀ ଦଳ ସହ ହେଉଛି । ପଞ୍ଜାବରେ କଂଗ୍ରେସ ନିଜ ଭିତରେ ଲଢେଇ କରୁଥିବାର ଦେଖିବାକୁ ମିଳିଛି ।  ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମତାନ୍ତର ତଥା ଦୁହିଁଙ୍କ ମଧ୍ୟରେ ଲଢେଇ ଜାରି ରହିଛି ବୋଲି ଏବେ ସର୍ବସାଧାରଣକୁ ଆସିଲାଣି । ଅମରନ୍ଦିର ସିଂ ଏକ ବୟାନରେ ନଭଜୋତ ସିଂ ସିଦ୍ଧୁ ତାଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।  ଚଳିତ ଲୋକସଭା ନିର୍ବାଚନରେ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌରଙ୍କୁ ଟିକେଟ ନ ମିଳିବାରୁ ତାଙ୍କ ପତ୍ନୀ  ଅମରିନ୍ଦରଙ୍କ ପାଇଁ ତାଙ୍କୁ ଟିକେଟ ମିଳିନଥିଲା ବୋଲି ଅଭିଯୋଗ କରିଥିଲେ, ଯାହାକୁ ସମର୍ଥନ କରିଥିଲେ ସିଦ୍ଧୁ ।  ଏହାପରଠାରୁ ଅମରିନ୍ଦର ଏବଂ ସିଦ୍ଧୁଙ୍କ ଭିତରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବୁଧବାର ରାଶିଫଳ: ଆଜି ଏହି ରାଶିର ଲୋକ ଆନନ୍ଦରେ ବିତାଇବେ ଦିନ

November 5, 2025

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025
BJP Ads
Latest News

ବୁଧବାର ରାଶିଫଳ: ଆଜି ଏହି ରାଶିର ଲୋକ ଆନନ୍ଦରେ ବିତାଇବେ ଦିନ

November 5, 2025

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.