ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୬
ବରଗଡ ଜିଲ୍ଲାରୁ- ୪
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୫
ବୌଦ୍ଧା ଜିଲ୍ଲାରୁ- ୪
କଟକ ଜିଲ୍ଲାରୁ- ୧୬
ଦେବଗଡ ଜିଲ୍ଲାରୁ-
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୬
ଜଗତସିଂହପୁର ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୫
ଝାରସୁଗୁଡା ଜିଲ୍ଲାରୁ- ୧
କଳାହାଣ୍ଡି ଜିଲ୍ଲାରୁ- ୮
କେନ୍ଦ୍ରପଡା ଜିଲ୍ଲାରୁ- ୫
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୫୫
କୋରାପୁଟ ଜିଲ୍ଲାରୁ- ୨
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୧୧
ନବରଙ୍ଗପୁର ଜିଲ୍ଲାରୁ- ୮
ନୟାଗଡ ଜିଲ୍ଲାରୁ- ୧୩
ନୂଆପଡା ଜିଲ୍ଲାରୁ- ୪
ପୁରୀ ଜିଲ୍ଲାରୁ- ୧୩
ରାୟଗଡା ଜିଲ୍ଲାରୁ- ୫
ସମ୍ବଲପୁର ଜିଲ୍ଲାରୁ- ୧୦
ସୋନପୁର ଜିଲ୍ଲାରୁ- ୮
ସୁନ୍ଦରଗଡ ଜିଲ୍ଲାରୁ- ୪୦
ଷ୍ଟେଟ ପୁଲରୁ- ୧୩
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୨ ହଜାର ୫୩୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୧ ହଜାର ୮୫୭ ଏବଂ ବର୍ତ୍ତମାନ ୧୪୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।