Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ ବିଜେପିର ପତ୍ର
ଆଜିର ଖବର

ସ୍ବତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ ବିଜେପିର ପତ୍ର

May 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP demands special session of Madhya Pradesh Assembly
BJP demands special session of Madhya Pradesh Assembly

ମଧ୍ୟପ୍ରଦେଶରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ସୋମବାର ରାଜ୍ୟପାଳଙ୍କୁ ପତ୍ର ଲେଖିଛି ବିଜେପି। ଏକ୍ସିଟ୍‌ ପୋଲ୍‌ ରିପୋର୍ଟରେ ବିଜେପିକୁ ସଂଖ୍ୟା ଗରିଷ୍ଠତାର ରିପୋର୍ଟ ମିଳିବା ପରେ କମଳନାଥ ସରକାରକୁ ଆକ୍ରମଣ ଆରମ୍ଭ କରିଛି ବିଜେପି। ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ରହିଥିବା ଗୋପାଳ ଭାର୍ଗବ ରାଜ୍ୟପାଳଙ୍କୁ ଏହି ପତ୍ର ଲେଖିବା ସହିତ କମଳନାଥ ସରକାର ଆସ୍ଥା ହରାଇଛି ବୋଲି କହିଛନ୍ତି। ବିଧାନସଭାରେ ଜନସାଧାରଣ ଯେଉଁ ଭୁଲ୍‌ କରିଥିଲେ ଲୋକସଭାରେ ତାହାକୁ ଦୋହରାଇ ନାହାନ୍ତି ବରଂ ମୋଦିଙ୍କୁ ସ୍ପଷ୍ଟ ଜନମତ ମିଳିଛି ବୋଲି କହିଛନ୍ତି ଭାର୍ଗବ। ଭାର୍ଗବଙ୍କ ଏହି ମନ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଟ୍ବିଟ୍‌ କରି ଏହାର ଜବାବ ରଖିଛନ୍ତି। କଂଗ୍ରେସର ଲୋକସଭା ଆସନ ସଂଖ୍ୟାରେ ବୃଦ୍ଧି ଘଟିବ ଏବଂ ବିଜେପିର ବାହାସ୍ଫୋଟ ଏବଂ ମିଥ୍ୟା ପ୍ରତିଶ୍ରୁତିର ନଗ୍ନ ସତ୍ୟ ସାଧାରଣ ଜନତା ଦେଖି ପାରିବେ ବୋଲି କମଲନାଥ ଟ୍ବିଟ୍‌ କରି କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.