Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ମିଥ୍ୟା ବୋଲି କହିଲେ ଶଶୀ ଥରୁର୍‌
ଆଜିର ଖବର

ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ମିଥ୍ୟା ବୋଲି କହିଲେ ଶଶୀ ଥରୁର୍‌

May 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶଶି ଥରୁର
କେରଳରେ ବିଜେପି କେତେ ଆସନ ଜିତିବ?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

ଚଳିତ ଲୋକସଭା ନିର୍ବାଚନ ସରିଯାଇଥିବାବେଳେ ଏବେ କେବଳ ଅପେକ୍ଷା ମେ ୨୩ ତାରିଖକୁ। ଦେଶରେ ସରକାର ଗଠନ କରିବା ନେଇ ଚାଲିଛି କଳ୍ପନାଜଳ୍ପନା। ୨୦୧୪ରେ ପୂର୍ଣ୍ଣ ବହୁମତ ନେଇ ସରକାର ଗଠନ କରିଥିବା ଏନଡିଏ୍‌ ସରକାର ପୁଣିଥରେ ସରକାର ଗଠନ କରିବା ନେଇ ଏକଜିଟ୍‌ ପୋଲ୍‌ ରିପୋର୍ଟ ପାଇଥିବାବେଳେ ଏହାର ସଠିକ୍‌ ତଥ୍ୟ ଆସନ୍ତା ମେ ୨୩ ତାରିଖରେ ହିଁ ଜଣାପଡିବ। ତେବେ ଏହି ଏକ୍‌ଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌। ଏକଜିଟ୍‌ ପୋଲ୍‌ର ସମସ୍ତ ଆକଳନକୁ ଭୁଲ୍‌ ବୋଲି କହିଛନ୍ତି ଶଶୀ। ମେ ୨୩ରେ ହିଁ ଅସଲ ଫଳାଫଳ ଜଣାପଡିବ ବୋଲି କହିବା ସହିତ ଗତ ସପ୍ତାହରେ ଅଷ୍ଟ୍ରେଲିଆର ସମସ୍ତ ୫୬ ଏକଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହୋଇଥିବାର ଟୁଇଟ୍‌ କରିଛନ୍ତି। ଅନେକ ଲୋକ ଅସଲ ଫଳାଫଳକୁ ନେଇ ଭୟ କରୁଥିବାରୁ ଏକଜିଟ୍‌ ପୋଲ୍‌ କଥାକୁ ଉଠାଉଛନ୍ତି। ତେବେ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶଶୀ କହିଛନ୍ତି। ବିଜେପି ସୋସିଆଲ୍‌ ମିଡ଼ିଆ ଓ ହ୍ବାଟସଆପ୍‌ ପରି ଲୋକପ୍ରିୟ ସାମାଜିକ ମାଧ୍ୟମ ଦ୍ବାରା ମତଦାତାଙ୍କୁ ପ୍ରଭାବିତ କରିବାରେ ମଧ୍ୟ ବେଶ୍‌ ମାହିର୍‌ ବୋଲି କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.