Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ମିଥ୍ୟା ବୋଲି କହିଲେ ଶଶୀ ଥରୁର୍‌
ଆଜିର ଖବର

ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ମିଥ୍ୟା ବୋଲି କହିଲେ ଶଶୀ ଥରୁର୍‌

May 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ଲୋକସଭା ନିର୍ବାଚନ ସରିଯାଇଥିବାବେଳେ ଏବେ କେବଳ ଅପେକ୍ଷା ମେ ୨୩ ତାରିଖକୁ। ଦେଶରେ ସରକାର ଗଠନ କରିବା ନେଇ ଚାଲିଛି କଳ୍ପନାଜଳ୍ପନା। ୨୦୧୪ରେ ପୂର୍ଣ୍ଣ ବହୁମତ ନେଇ ସରକାର ଗଠନ କରିଥିବା ଏନଡିଏ୍‌ ସରକାର ପୁଣିଥରେ ସରକାର ଗଠନ କରିବା ନେଇ ଏକଜିଟ୍‌ ପୋଲ୍‌ ରିପୋର୍ଟ ପାଇଥିବାବେଳେ ଏହାର ସଠିକ୍‌ ତଥ୍ୟ ଆସନ୍ତା ମେ ୨୩ ତାରିଖରେ ହିଁ ଜଣାପଡିବ। ତେବେ ଏହି ଏକ୍‌ଜିଟ୍‌ ପୋଲ୍‌କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌। ଏକଜିଟ୍‌ ପୋଲ୍‌ର ସମସ୍ତ ଆକଳନକୁ ଭୁଲ୍‌ ବୋଲି କହିଛନ୍ତି ଶଶୀ। ମେ ୨୩ରେ ହିଁ ଅସଲ ଫଳାଫଳ ଜଣାପଡିବ ବୋଲି କହିବା ସହିତ ଗତ ସପ୍ତାହରେ ଅଷ୍ଟ୍ରେଲିଆର ସମସ୍ତ ୫୬ ଏକଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହୋଇଥିବାର ଟୁଇଟ୍‌ କରିଛନ୍ତି। ଅନେକ ଲୋକ ଅସଲ ଫଳାଫଳକୁ ନେଇ ଭୟ କରୁଥିବାରୁ ଏକଜିଟ୍‌ ପୋଲ୍‌ କଥାକୁ ଉଠାଉଛନ୍ତି। ତେବେ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶଶୀ କହିଛନ୍ତି। ବିଜେପି ସୋସିଆଲ୍‌ ମିଡ଼ିଆ ଓ ହ୍ବାଟସଆପ୍‌ ପରି ଲୋକପ୍ରିୟ ସାମାଜିକ ମାଧ୍ୟମ ଦ୍ବାରା ମତଦାତାଙ୍କୁ ପ୍ରଭାବିତ କରିବାରେ ମଧ୍ୟ ବେଶ୍‌ ମାହିର୍‌ ବୋଲି କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.