Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ଭରସା କରନାହିଁ, ପରିଶ୍ରମ ବେକାର ଯିବ ନାହିଁ – ରାହୁଲ୍‌ ଗାନ୍ଧି
ଆଜିର ଖବର

ଏକଜିଟ୍‌ ପୋଲ୍‌ ରିପୋର୍ଟକୁ ଭରସା କରନାହିଁ, ପରିଶ୍ରମ ବେକାର ଯିବ ନାହିଁ – ରାହୁଲ୍‌ ଗାନ୍ଧି

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ହତୋତ୍ସାହିତ ନ ହେବାକୁ କହିଛନ୍ତି। ରାହୁଲ ଗାନ୍ଧି ଏକଜିଟ୍‌ ପୋଲ୍‌କୁ ଫେକ୍‌ ବୋଲି କହିଛନ୍ତି। ଏଥିସହ ସେ ଦଳୀୟ କର୍ମୀଙ୍କୁ ଆସନ୍ତା ୨୪ ଘଣ୍ଟା ପାଇଁ ସତର୍କ ରହିବା ସହ ନିର୍ଭୟ ଭାବେ କାର୍ଯ୍ୟ କରୁନ୍ତୁ ବୋଲି କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏକଜିଟ୍‌ ପୋଲ୍‌ରେ ମୋଦିଙ୍କୁ ସମର୍ଥନ ମିଳିଥିବା ପ୍ରକାଶ ପାଇବା ପରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏକଜିଟ୍‌ ପରିଣାମ ଉପରେ ବିଶ୍ବାସ ନରଖି କଂଗ୍ରେସ ଉପରେ ଭରସା ତଥା ଅନ୍ତିମ ଫଳାଫଳକୁ ଅପେକ୍ଷା କରିବାକୁ କହିଥିଲେ । ସେହିପରି ରାହୁଲ୍‌ ମଧ୍ୟ ଆଜି କଂଗ୍ରେସ ଉପରେ ଭରସା ରଖିବା ସହିତ ନିଜ ଉପରେ ଭରସା ରଖିବା ଉଚିତ୍‌ ବୋଲି କହିଛନ୍ତି । ଆପଣମାନଙ୍କର ପରିଶ୍ରମ ବେକାର ଯିବ ନାହିଁ ବୋଲି ରାହୁଲ୍‌ ଗାନ୍ଧି ଦଳୀୟ କର୍ମୀଙ୍କୁ କହିଛନ୍ତି । କଂଗ୍ରେସ ଚଳିତ ନିର୍ବାଚନରେ ଭଲ ଫଳ କରିବ ଦଳୀୟ କର୍ମୀଙ୍କୁ ସେ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.