Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଡିଏ ଆଗୁଆ ଟ୍ରେଣ୍ଡରୁ ନିବେଶକଙ୍କୁ ଫାଇଦା : ସେନ୍‌ସେକ୍ସ ଛୁଇଁଲା ୪୦ ହଜାର ପଏଣ୍ଟ
ଆଜିର ଖବର

ଏନ୍‌ଡିଏ ଆଗୁଆ ଟ୍ରେଣ୍ଡରୁ ନିବେଶକଙ୍କୁ ଫାଇଦା : ସେନ୍‌ସେକ୍ସ ଛୁଇଁଲା ୪୦ ହଜାର ପଏଣ୍ଟ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
nda trend gives bullish run
nda trend gives bullish run

ଭାରତୀୟ ନିର୍ବାଚନର ଫଳାଫଳର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି । ଭୋଟ ଗଣତିରେ ଏନ୍‌ଡିଏ ଅନେକ ଆସନରେ ଆଗୁଆ ରହିଥିବାରୁ ଏହା ନିବେଶକଙ୍କୁ ବଢିଆ ଫାଇଦା ଦେଇଛି । ସେନ୍‌ସେକ୍ସରେ ୮୮୮ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ନିଫ୍‌ଟୀରେ ମଧ୍ୟ ୨୬୩ ପଏଣ୍ଟର ଅଭିବୃଦ୍ଧି ଘଟିଛି । ସେନ୍‌ସେକ୍ସ ୩୯୯୯୮.୧୮ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୧୨୦୦୧ ପଏଣ୍ଟରେ ରହିଛି ।ଏହି ସମୟରେ ୧୪୨୪ଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ୪୭୬ ଟି ସେୟାରର ମୂଲ୍ୟ ହ୍ରାସ ପାଇଛି ଏବଂ ୭୮ଟି ସେୟାରର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଏହି ସମୟରେ ଭାରତୀୟ ବଜାର ୨.୨୭ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ଡଲାର ତୁଳନାରେ ୭୯ ପଇସା ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା । ପୂର୍ବରୁ ଟଙ୍କାର ବିନିମୟ ମୂଲ୍ୟ 70.22 ପଇସା ରହିଥିବା ବେଳେ ସୋମବାର ଏହ ୬୯.୪୯ ପଇସାରେ ପହଞ୍ଚିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026
Latest News

ଦୁଇଚକିଆ ପେଟ୍ରୋଲ୍ ଯାନ ଉପରେ ଲାଗିବ ରୋକ୍‌

April 11, 2026

ଗଠନ ହେବ ପାନୀୟ ଜଳ ନିଗମ

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026

PhonePe SBI Card: ଫୋନପେ ଏସବିଆଇ କାର୍ଡ ବର୍ତ୍ତମାନ ଜିରୋ ଜଏନିଙ୍ଗ ଫି’ ସହ ଉପଲବ୍ଧ

April 11, 2026

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.