Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଫା ବିଶ୍ୱକପ ଉପରେ ଯୁଦ୍ଧର ପ୍ରଭାବ, ଯୁଦ୍ଧ ବିମାନ ଅଧୀନରେ କତାରରେ ପହଞ୍ଚିଲା ପୋଲାଣ୍ଡ ଦଳ
ଆଜିର ଖବର

ପିଫା ବିଶ୍ୱକପ ଉପରେ ଯୁଦ୍ଧର ପ୍ରଭାବ, ଯୁଦ୍ଧ ବିମାନ ଅଧୀନରେ କତାରରେ ପହଞ୍ଚିଲା ପୋଲାଣ୍ଡ ଦଳ

November 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସବୁଠୁ ବଡ ଫୁଟବଲ ପ୍ରତିଯୋଗୀତା ଫିଫା ବିଶ୍ୱକପକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ କତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ୩୨ ଦେଶ ମଧ୍ୟରେ ପ୍ରତିଯୋଗିତା ନଭେମ୍ବର ୨୦ ରୁ ଆରମ୍ଭ ହେବ, ଯେଉଁଥିରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ପୋଲାଣ୍ଡର ଜାତୀୟ ଦଳ ମଧ୍ୟ କତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଇଛନ୍ତି।

CO ZA WIDOK! 🫡😍🇵🇱 https://t.co/OkEMmmo4To pic.twitter.com/zuxYR3FvpY

— Łączy nas piłka (@LaczyNasPilka) November 18, 2022

ଯେତେବେଳେ ଦଳର ସଦସ୍ୟମାନେ ପୋଲାଣ୍ଡରୁ କତାର ଅଭିମୁଖେ ଯାତ୍ରା କଲେ, ସେମାନଙ୍କୁ ସୁରକ୍ଷିତ ଭାବେ ପୋଲାଣ୍ଡ ସୀମାରୁ ବାହାର କରିବା ପାଇଁ ଏଫ-୧୬ ଫାଇଟର୍ ଜେଟ୍ସର ସାହାଯ୍ୟ ନିଆଯାଇଥିଲା। ପୋଲାଣ୍ଡ ଜାତୀୟ ଦଳକୁ ମଧ୍ୟ-ପୂର୍ବ ପଥରେ ଯାଉଥିବା ଏଫ-୧୬ ଜେଟର କଡା ସୁରକ୍ଷା ବଳୟରେ ଦେଶର ସୀମା ବାହାରେ ଛାଡି ଦିଆଯାଇଥିଲା। ଏହି ଭିଡିଓ ପୋଲାଣ୍ଡର ନ୍ୟାସନାଲ ଫୁଟବଲ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି।

ଋଷ-ୟୁକ୍ରେନ ଯୁଦ୍ଧ କତାର
Share. Facebook Twitter LinkedIn Email WhatsApp Copy Link

Related Posts

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026
Latest News

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.