ରାଜ୍ୟରେ ଶୀତର ଲହରୀ ଜାରୀ, ସାତୋଟି ସହରର ତାପମାତ୍ର ୧୦ ଡ଼ିଗ୍ରୀ ତଳେ

Published: Nov 20, 2022, 12:03 pm IST

ଭୁବନେଶ୍ବର: ଗତକାଲି ରାତିରେ ସାତୋଟି ସହରର ତାପମାତ୍ର ୧୦ଡ଼ିଗ୍ରୀ କିମ୍ବା ଏହା ତଳେ ରହିଥିଲା। ଶନିବାରରେ ସେମିଳିଗୁଡା ଏବଂ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପ୍ରବାହିତ ହୋଇଥିଲା। ଏହି ଦୁଇଟି ସହରର ତାପମାତ୍ରା ୮ ଡ଼ିଗ୍ରୀ  ଥିଲା। ଅନ୍ୟାନ୍ୟ ସହର ତାପମାତ୍ରା ହେଲା

୧- ଜି. ଉଦୟଗିରି (କନ୍ଧମାଳ): ୮ ଡ଼ିଗ୍ରୀ

୨- ସେମିଳିଗୁଡା(କୋରାପୁଟ) : ୮ ଡ଼ିଗ୍ରୀ

୩- କିରେଇ(ସୁନ୍ଦରଗଡ): ୯.୫ଡ଼ିଗ୍ରୀ

୪-ଫୁଲବାଣୀ (କନ୍ଧମାଳ) : ୯.୬ ଡ଼ିଗ୍ରୀ

୫ -ଦାରିଙ୍ଗବାଡି (କନ୍ଧମାଳ): ୧୦ଡ଼ିଗ୍ରୀ

୬ – କୋରାପୁଟ: ୧୦ ଡ଼ିଗ୍ରୀ

୭- କେନ୍ଦୁଝର: ୧୦ ଡ଼ିଗ୍ରୀ

୮ – ଭବାନୀପାଟଣା (କଳାହାଣ୍ଡି): ୧୦.୬ ଡ଼ିଗ୍ରୀ

୯ – ଝାରସୁଗୁଡା: ୧୦.୮ ଡ଼ିଗ୍ରୀ

୧୦ – ଚିପିଲିମା (ସମ୍ବଲପୁର): ୧୦.୮ ଡ଼ିଗ୍ରୀ

୧୧- ସୁନ୍ଦରଗଡ : ୧୨.୫ ଡ଼ିଗ୍ରୀ

୧୨- ଦେବଗଡ: ୧୨.୫ ଡ଼ିଗ୍ରୀ

Related posts