ରାଜ୍ୟରୁ ଶୀତ ଗାୟବ, ଭୋରରୁ ବିଭିନ୍ନ ସ୍ଥାନରେ ଘନ କୁହୁଡି

Published: Dec 13, 2022, 1:24 pm IST
Fog

ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଫଳରେ ଶୀତର ପ୍ରକୋପ ହ୍ରାସ ପାଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଭୋରରୁ ଘନ କୁହୁଡି ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଆଜି ଭୁବନେଶ୍ବରରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଲିଥିଲା।

ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ବିଭିନ୍ନ ସହରର ଯେଉଁ ତାପମାତ୍ରା ଥିଲା ତାହା ହେଲା…

ଫୁଲବାଣୀ: ୧୭.୫ °C (+୮.୨ °C )

ଟିଟଲାଗଡ: ୨୧ °C (+୮.୧ °C )

ସମ୍ବଲପୁର: ୧୯.୮ °C (+୭.୪ °C )

ଭବାନୀପାଟଣା:୨୦.୪ °C (+୭.୧ °C )

ଚାନ୍ଦବାଲି: ୧୯.୧ °C (+୪.୫ °C )

ଅନୁଗୁଳ: ୧୮ °C (+୪.୨ °C )

କଟକ:୧୮.୪ °C (+୩.୮ °C )

ଭୁବନେଶ୍ୱର: ୧୯ °C (+୩.୫ °C )

Related posts