ଭୁବନେଶ୍ବର: ଆସନ୍ତା କାଲି ପୂର୍ବାହ୍ନ ୯ ଘଟିକାରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଅପରାହ୍ନ ୪ ଘ.୪୫ମି. ରେ ଛାଡିବ। ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ସଂଯୋଗକାରୀ ଟ୍ରେନ ବିଳମ୍ବରେ ଚଳାଚଳ କାରଣ ହେତୁ ଏହି ନିଷ୍ପତ୍ତି ନିଆଯାଇଅଛି। ଘନ କୁହୁଡି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀSeptember 9, 2025