Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଓଡିଆରେ ଦେଇପାରିବେ ଓଏଏସ ପରୀକ୍ଷା, ଜାଣନ୍ତୁ କଣ କରିବେ
ଆଜିର ଖବର

ଏଣିକି ଓଡିଆରେ ଦେଇପାରିବେ ଓଏଏସ ପରୀକ୍ଷା, ଜାଣନ୍ତୁ କଣ କରିବେ

January 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଣିକି ଓଡିଆରେ ଦେଇପାରିବେ ଓଏଏସ ପରୀକ୍ଷା, ଜାଣନ୍ତୁ କଣ କରିବେ

ଭୁବନେଶ୍ୱର: ଓଡ଼ିଶା ସିଭିଲ୍‌ ସେବା-୨୦୨୨-୨୩ ପରୀକ୍ଷା ଦେବା ପାଇଁ ଅନ୍‌ଲାଇନ୍‌ ଆବେଦନ କରିବାବେଳେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିପାରିବେ। କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୨୯୨୪୬ ତା, ୧୮/୧୦/୨୦୨୨ରିଖ ଅନୁଯାୟୀ ଓଡ଼ିଶା ସିଭିଲ୍‌ ସେବା-୨୦୨୨ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ ମୁଖ୍ୟ ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ। ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ।

odia
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାସ୍ତରୀୟ ଜରାୟୁ କର୍କଟ ଟୀକାକରଣର ଶୁଭାରମ୍ଭ

March 2, 2026

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର

March 2, 2026

ଯଦି ଟି-୨୦ ବିଶ୍ୱକପ୍ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯାଏ, ତେବେ କିପରି ନିର୍ଣ୍ଣୟ ହେବ ବିଜେତା?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026
Latest News

ଜିଲ୍ଲାସ୍ତରୀୟ ଜରାୟୁ କର୍କଟ ଟୀକାକରଣର ଶୁଭାରମ୍ଭ

March 2, 2026

ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର

March 2, 2026

ଯଦି ଟି-୨୦ ବିଶ୍ୱକପ୍ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯାଏ, ତେବେ କିପରି ନିର୍ଣ୍ଣୟ ହେବ ବିଜେତା?

March 2, 2026

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିହାରରୁ ବଡ ଖବର: ବିଜେପିରେ ମିଶିବ କି ଉପେନ୍ଦ୍ର କୁଶୱାହାଙ୍କ ଦଳ?

March 2, 2026

ଘୋଷଣା ହେଲା ଭାରତ-ଆଫଗାନିସ୍ତାନ ଦ୍ୱିପାକ୍ଷିକ ଦିନିକିଆ ସିରିଜ: ଜାଣନ୍ତୁ କାର୍ଯ୍ୟସୂଚୀ

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.