Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ନବରଙ୍ଗପୁର ଗଲେ ଏକ ଡାକ୍ତରୀ ଦଳ
ଆଜିର ଖବର

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ନବରଙ୍ଗପୁର ଗଲେ ଏକ ଡାକ୍ତରୀ ଦଳ

February 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ନବରଙ୍ଗପୁର ଗଲେ ଏକ ଡାକ୍ତରୀ ଦଳ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ଛଅ ଜଣିଆ ଡାକ୍ତରୀ ଦଳ ନବରଂଗପୁର ଗସ୍ତ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଏହି ଗସ୍ତ କରିଛନ୍ତି। ନବରଂଗପୁରରେ କେତେକ ଜରୁରୀ ରୋଗୀଙ୍କୁ ଏମାନେ ଚିକିତ୍ସା କରିବେ। ସେଠାରେ ଏହି ଦଳ ପ୍ରାୟ ଆଠ ଶହ ରୋଗୀ ଦେଖିବେ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି।

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାକୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଏହି ସେବା ମାଧ୍ୟମରେ ଭୁବନେଶ୍ବରରୁ ଭଲ ଡାକ୍ତରୀ ଦଳ ଆଦିବାସୀ ଜିଲ୍ଲାକୁ ଯାଇ ଚିକିତ୍ସା କରି ଫେରିବେ। ସେଥିପାଇଁ ଏକ ସ୍ବତନ୍ତ୍ର ବିମାନକୁ ଭଡା ସୁତ୍ରରେ ନିଆଯାଇଥାଏ।

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୧୩ ତାରିଖ ଗୁରୁବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 13, 2025

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025
Latest News

ଆଜି ନଭେମ୍ବର ୧୩ ତାରିଖ ଗୁରୁବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 13, 2025

ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

November 12, 2025

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

November 12, 2025

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

November 12, 2025

Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.