ନୂଆଦିଲ୍ଲୀ: ଆୟକର ବିଭାଗ ଦିଲ୍ଲୀର ବିବିସି କାର୍ଯ୍ୟାଳୟରେ ଚଢାଉ କରିଥିବା ସୂଚନା ମିଳିଛି। ଏହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଲୋକଙ୍କ ଫୋନ ଜବତ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ବିବିସି କାର୍ଯ୍ୟାଳୟରେ ଏପର୍ଯ୍ୟନ୍ତ ଆୟକର ବିଭାଗ ଚଢାଉ ଜାରି କରିଛି। ଆୟକର ବିଭାଗ ଦିଲ୍ଲୀ ବିବିସି କାର୍ଯ୍ୟାଳୟ