Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୋରହାଟ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ପାଉଁଶ ହେଲା ୧୫୦ ଦୋକାନ
ଆଜିର ଖବର

ଜୋରହାଟ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ: ପାଉଁଶ ହେଲା ୧୫୦ ଦୋକାନ

February 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୋରହାଟ: ଆସାମର ଜୋରହାଟ ଜିଲ୍ଲାର ଏକ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ​​ଯେଉଁଥିରେ ଅତି କମରେ ୧୫୦ ଟି ଦୋକାନ ଜଳି ଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ଜୋରହାଟ ସହରରେ ଅବସ୍ଥିତ ଚୌକ୍ ବଜାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୫ ଟି ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି। ପୋଲିସର ସୂଚନାନୁସାରେ, ସର୍ଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ଅନୁମାନ କରାଯାଇଛି।

ସମସ୍ତ ଦୋକାନ ବନ୍ଦ ଥିବାରୁ ମାଲିକ ଓ କର୍ମଚାରୀମାନେ ନିଜ ଘରକୁ ଚାଲିଯାଇଥିଲେ। ଏହି ଘଟଣାରେ କୌଣସି ମୃତାହତର ଖବର ହୋଇ ନ ଥିବା ପୋଲିସ କହିଛି।

ଅଗ୍ନିକାଣ୍ଡ ଆସାମ
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026

୧ କୋଟି ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପ୍ରସ୍ତାବ: ଗିରଫ ହେଲେ ୪ ଅଭିଯୁକ୍ତ

August 16, 2026

ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା

August 16, 2026
Latest News

ରୁଷ ବିରୁଦ୍ଧରେ ବଡ଼ ବିମାନ ଆକ୍ରମଣ କଲା ୟୁକ୍ରେନ: ଧୂଆଁ ଧୂଆଁ ହେଲା ଆକାଶ

August 16, 2026

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

August 16, 2026

୧ କୋଟି ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପ୍ରସ୍ତାବ: ଗିରଫ ହେଲେ ୪ ଅଭିଯୁକ୍ତ

August 16, 2026

ନାକଟିଦେଉଳ ମାଟିର ଝିଅଙ୍କୁ ମିଳିଲା ଡିଜିପି ଡିସ୍କ ଓ କ୍ରାଇମବ୍ରାଞ୍ଚ ସମ୍ବର୍ଦ୍ଧନା

August 16, 2026

ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.