Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର କୋରାପୁଟକୁ ଆରମ୍ଭ ହେଲା ନୂଆ ଭଲଭୋ ବସ ସେବା, ଜାଣନ୍ତୁ ଟିକେଟ ମୂଲ୍ୟ
ଆଜିର ଖବର

ଭୁବନେଶ୍ବର କୋରାପୁଟକୁ ଆରମ୍ଭ ହେଲା ନୂଆ ଭଲଭୋ ବସ ସେବା, ଜାଣନ୍ତୁ ଟିକେଟ ମୂଲ୍ୟ

February 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
OSRTC
ଭୁବନେଶ୍ବର କୋରାପୁଟକୁ ଆରମ୍ଭ ହେଲା ନୂଆ ଭଲଭୋ ବସ ସେବା, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ବର: ଆସନ୍ତାକାଲି 21 ତାରିଖରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଆରମ୍ଭ କରୁଛି ଏକ ନୂଆ ସେବା। ତାହା ହେଲା ଆସନ୍ତାକାଲିଠାରୁ ଭୁବନେଶ୍ବର କୋରାପୁଟ ଏବଂ କୋରାପଟୁ ଭୁବନେଶ୍ବର ଭଲଭୋ ବସ ସେବା। ଏହି ଉନ୍ନତମାନର ସୁବିଧା ଥିବା ବସଟି ଭାୟା ରାୟଗଡା, ଦାମନଯୋଡି ଦେଇ କୋରାପୁଟରେ ପହଞ୍ଚିବ।

ନିଗମ ତରଫରୁ ଆସନ୍ତାକାଲି ଏହି ସେବା ଆରମ୍ଭ ହେଉଥିବାରୁ ଏଥିପାଇଁ 15 ପ୍ରତିଶତ ରିହାତି ରଖାଯାଇଛି। ଏହି ଟିକେଟ ଆପଣମାନେ ସିଧା କାଉଣ୍ଟରରୁ, ଅନଲାଇନ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ କିଣିପାରିବେ। ବର୍ତ୍ତମାନ ଏହି ରାସ୍ତା ପାଇଁ ଟିକେଟ ମୂଲ୍ୟ ଜଣଙ୍କ ପିଛି 1030 ଟଙ୍କା ରଖାଯାଇଛି।

ଭଲଭୋ ବସ
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.