ଏଫ୍ଆଇଏଚ୍ ପାଇଁ ପୁରୁଷ ହକି ସିରିଜ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷିତ।୧୮ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ୍ ହୋଇଛନ୍ତି।ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହି ଦାସ ଦଳରେ ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ଲାକ୍ରା ଦଳର ଉପଅଧିନାୟକ ଭାବେ ରହିଛନ୍ତି। ଆସନ୍ତା ଜୁନ୍ ୬ରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ହେବ ସିରିଜ୍।
୧୮ଜଣିଆ ଭାରତୀୟ ଟିମ୍ –
ଗୋଲ୍କିପର୍ : କ୍ରିଷାନ୍ ବି ପାଠକ, ପିଆର୍ ଶ୍ରୀଜେଶ୍
ଡିଫେଣ୍ଡର୍ସ : ରୁପିନ୍ଦର ପାଲ୍ ସିଂ, ସୁରେନ୍ଦ୍ର କୁମାର, ହରମନପ୍ରୀତି ସିଂ, ବିରେନ୍ଦ୍ର ଲାକ୍ରା (ଉପ ଅଧିନାୟକ), ଗୁରିନ୍ଦର ସିଂ, ଅମିତ୍ ରୋହିଦାସ
ମିଡ୍ଫିଲ୍ଡର୍ସ : ହାର୍ଦ୍ଦିକ୍ ସିଂ, ମନପ୍ରୀତ ସିଂ (ଅଧିନାୟକ), ସୁମିତ୍, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା
ଫରଓ୍ବାଡସ୍ : ମନଦୀପ ସିଂ, ଗୁରୁସାହିବଜିତ୍ ସିଂ, ଆକାଶଦୀପ୍ ସିଂ, ସିମରନ୍ଜିତ୍ ସିଂ, ରମନଦୀପ ସିଂ