Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଫେବୃଆରୀ ମାସରେ ୧୩୦ଟି ପଦବୀ ପୂରଣ
ଆଜିର ଖବର

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଫେବୃଆରୀ ମାସରେ ୧୩୦ଟି ପଦବୀ ପୂରଣ

March 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ossc
ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଫେବୃଆରୀ ମାସରେ ୧୩୦ଟି ପଦବୀ ପୂରଣ

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଭୁବନେଶ୍ୱର ଦ୍ୱାରା ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅଧିନରେ ଖାଲିଥିବା ୩୬ଟି ପଦ ପାଇଁ ହୋଇଥିବା ବିଜ୍ଞାପନ ଅନୁଯାୟୀ ୩୬ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି ।

ସେହିପରିି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଆଜି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ବିଏସ୍‌ଏସ୍‌ଓ-୨୦୨୨ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛନ୍ତି । ୯୪ଟି ଖାଲି ପଦବୀ ପାଇଁ ହୋଇଥିବା ବିଜ୍ଞାପନ ଅନୁଯାୟୀ ୯୪ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି ।

ସବିଶେଷ ତଥ୍ୟ www.ossc.gov.in ଉପଲବ୍ଧ ହେଉଛି । ଆୟୋଗ ପକ୍ଷରୁ ହୋଇଥିବା ପରୀକ୍ଷା ଅନୁଯାୟୀ ୨୦୨୩ ଫେବୃଆରୀ ମାସରେ ମୋଟ ୧୩୦ଟି ପଦବୀ ପାଇଁ ୧୩୦ ଜଣ ନିଯୁକ୍ତି ପାଇଛନ୍ତି ।

କମିଶନ ଏହି ପଦ ପାଇଁ ଆବେଦନ କରିଥିବା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025
Latest News

ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏଥର ଦୁଇଟି ଭାଗରେ ଅନୁଷ୍ଠିତ ହେବ ପରୀକ୍ଷା

September 25, 2025

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.