Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତାମିଲନାଡୁରେ ବିଜେପିକୁ ବଡ ଝଟକା!, ଦଳ ଛାଡିଲେ ଆଇଟି ସେଲ୍ ମୁଖ୍ୟ ନିର୍ମଳ କୁମାର
ଆଜିର ଖବର

ତାମିଲନାଡୁରେ ବିଜେପିକୁ ବଡ ଝଟକା!, ଦଳ ଛାଡିଲେ ଆଇଟି ସେଲ୍ ମୁଖ୍ୟ ନିର୍ମଳ କୁମାର

March 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ ର ଆଇଟି ସେଲ୍ ମୁଖ୍ୟ ସି.ଟି.ଆର. ନିର୍ମଳ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡିବାର କିଛି ଘଣ୍ଟା ପରେ ନିର୍ମଳ କୁମାର ଏଆଇଏଡିଏମକେର ଅନ୍ତରୀଣ ମୁଖ୍ୟ କେ ପାଲାନିସ୍ୱାମୀଙ୍କୁ ଭେଟି ତାଙ୍କ ଦଳରେ ଯୋଗ ଦେଇଛନ୍ତି।

ଟ୍ୱିଟରରେ ଦେଇଥିବା ବିବୃତ୍ତିରେ ନିର୍ମଳ କୁମାର ଦଳର ରାଜ୍ୟ ନେତୃତ୍ୱଙ୍କୁ କର୍ମୀମାନଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଅନାମଲାଇଙ୍କୁ ଅନେକ ଲୋକଙ୍କ ଉପରେ ନଜର ରଖିଥିବା ଅଭିଯୋଗ କରିଛନ୍ତି। ମଦୁରାଇରେ ରହୁଥିବା ପୂର୍ବତନ ବିଜେପି ନେତା ନିର୍ମଲ କୁମାର କହିଛନ୍ତି ଯେ, ଆମର ନିଜ ଦଳର ସଦସ୍ୟ ତଥା ପଦାଧିକାରୀଙ୍କ ଉପରେ ନଜର ରଖି ଆନନ୍ଦିତ ହେବାଠାରୁ ଅଧିକ ଅପମାନଜନକ କିଛି ନାହିଁ।

ନିର୍ମଲ କୁମାର କହିଛନ୍ତି, ୨୦୧୯ ରେ ବିଜେପି ଯେପରି ଥିଲା, ଅନ୍ନାମଲାଇ ଦାୟିତ୍ଵ ନେବା ପରେ ବିଜେପିର ସ୍ଥିତି ୨୦ ପ୍ରତିଶତ ମଧ୍ୟ ନାହିଁ। AIADMK ରେ ଯୋଗଦେବା ପୂର୍ବରୁ ନିର୍ମଲ କୁମାର ଚେନ୍ନାଇରେ ପଲାନିସ୍ୱାମୀଙ୍କୁ ଭେଟିଥିଲେ। ଏହା ପରେ AIADMK ରେ ଯୋଗଦେବାକୁ ସ୍ଥିର କଲା। ବିଜେପି ଆଇଟି ସେଲର ରାଜ୍ୟ ମୁଖ୍ୟଙ୍କ ଇସ୍ତଫା କୌଣସି ସ୍ଥାନରେ ଦଳର (ବିଜେପି) ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ।

ତାମିଲନାଡୁ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.