ବିଜେଡିର ପୁଣି ଏକ ବଡ ବିଜୟ, ରାଜ୍ୟର ସମସ୍ତ ଅଧ୍ୟକ୍ଷ ପଦ ପୋଛି ନେଲା

Published: Mar 19, 2023, 5:33 pm IST
BJDRallyy

ଭୁବନେଶ୍ବର: ବିଜୁ ଜନତା ଦଳର ପୁଣି ଏକ ବିଜୟ ଘଟିଛି। ଏଥର ଦଳ ସମସ୍ତ ସମବାୟ ସଂସ୍ଥାର ଅଧ୍ୟକ୍ଷ ପଦ ହାତେଇ ନେଇଛି। ନିକଟରେ ଅନୁଷ୍ଠିତ ସମବାୟ ନିର୍ବାଚନରେ ଦଳ ଏହି ସଫଳତା ହାସଲ କରିପାରିଛି। ଜାଣନ୍ତୁ କେଉଁ ସମବାୟ ସଂସ୍ଥାର କିଏ ସେ ହେଲା ଅଧ୍ୟକ୍ଷ..

ତେବେ ଏ ନେଇ ଖୁସି ପ୍ରକଟ କରିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ଯେ, ଆମ ସରକାର ସମବାୟ ସଂସ୍ଥାକୁ ସଶକ୍ତ କରିବାକୁ ସବୁବେଳେ ଉଦ୍ୟମ ଜାରୀ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଅନୁସାରେ ଏହି ସଂସ୍ଥାଗୁଡିକର ବେଶ ଉନ୍ନତି ହେବ।

Related posts