Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସୁସ୍ଥ ତନୁଜା : ମା’ଙ୍କ ଚିନ୍ତାରେ କାଜୋଲ୍‌
ଆଜିର ଖବର

ଅସୁସ୍ଥ ତନୁଜା : ମା’ଙ୍କ ଚିନ୍ତାରେ କାଜୋଲ୍‌

May 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭେଟେରାନ୍‌ ଅଭିନେତ୍ରୀ ତନୁଜାଙ୍କ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ତନୁଜାଙ୍କ ଝିଅ ଅର୍ଥାତ୍‌ ଅଭିନେତ୍ରୀ କାଜଲ୍‌ଙ୍କୁ ସ୍ପଟ କରାଯାଇଛି । ନିକଟରେ କାଜଲଙ୍କ ଶଶୁର ତଥା ଅଜୟ ଦେବଗନଙ୍କ ବାପା ତଥା ଆକ୍ସନ ଡିରେକ୍ଟର ବିରୁ ଦେବଗନଙ୍କ ବିୟୋଗ ହୋଇଛି । ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତନୁଜା ବଲିଉଡ୍‌ରେ ନିଜର ଅଭିନୟ ପାଇଁ ବେଶ୍‌ ପରିଚିତ । ୧୯୪୩ ମସିହା ସେପ୍ଟମ୍ବର ୨୩ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ’ହମାରୀ ବେଟି’ରେ ଶିଶୁ କଳାକାର ରୂପେ ନଜର ଆସିଥିବାବେଳେ ୧୯୬୦ରେ ’ଛବିଲି’ ଚଳଚ୍ଚିତ୍ରରେ ଲିଡ୍‌ରେ ନଜର ଆସିଥିଲେ । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ମେମଦିଦି’, ଚାନ୍ଦ ଔର ସୁରଜ୍‌, ବାହାରେଁ ଫିର୍‌ ଆୟେଗୀ, ‘ଜୁଏଲ୍‌ ଥିଫ୍‌, ନୟୀ ରୋଶ୍‌ନୀ, ଜିନେ କା ରାହ୍‌, ହାଥୀ ମେରେ ସାଥୀ, ଅନୁଭବ, ମେରେ ଜୀବନ ସାଥୀ, ଦୋ ଜୋର୍‌ ପ୍ରମୁଖ । ୬୦ ଓ ୭୦ ଦଶକରେ ତନୁଜା ଜଣେ ସଫଳ ଅଭିନେତ୍ରୀ ଭାବେ ବେଶ୍‌ ନାଁ କମାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026
Latest News

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.