Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରଜରାଜ ନଗରରେ ତିନିଟି ଓ ବେଲପାହାଡ଼ରେ ରହଣି କରିବ ଦୁଇଟି ଟ୍ରେନ
ଆଜିର ଖବର

ବ୍ରଜରାଜ ନଗରରେ ତିନିଟି ଓ ବେଲପାହାଡ଼ରେ ରହଣି କରିବ ଦୁଇଟି ଟ୍ରେନ

March 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଯାତ୍ରୀମାନଙ୍କ ସୁବିଧା ପାଇଁ ବେଲପାହାଡ଼ ଏବଂ ବ୍ରଜରାଜ ନଗରରେ ପରୀକ୍ଷାମୂଳକ ଭିତ୍ତିରେ ଛଅ ମାସ ପାଇଁ ନିମ୍ନଲିଖିତ ଟ୍ରେନଗୁଡିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବ୍ରଜରାଜନଗରରେ ରହଣି କରିବାକୁ ଥିବା ଟ୍ରେନ:

18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ପୂର୍ବାହ୍ନ 10 ଘ. 58 ମି. ଘଣ୍ଟାରେ ପହଞ୍ଚି ପୂର୍ବାହ୍ନ 11 ଘଟିକାରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବ୍ରଜରାଜ ନଗରରେ ମଧ୍ୟାହ୍ନ 12 ଘ. 23 ମି.ରେ ପହଞ୍ଚି ମଧ୍ୟାହ୍ନ 12 ଘ. 25 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

22866/22865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ଏକ୍ସପ୍ରେସ ପୁରୀ ଠାରୁ 28 ମାର୍ଚ୍ଚ ଏବଂ ମୁମ୍ବାଇ ଠାରୁ 30 ମାର୍ଚ୍ଚ ଦିନ ଛାଡୁଥିବା ଏହି ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ।  ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗର ଠାରେ ଅପରାହ୍ନ 2ଘ.09ମି.ରେ ପହଞ୍ଚି ଅପରାହ୍ନ 2ଘ.11ମି.ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ, ମୁମ୍ବାଇରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 11ଘ.10ମି.ରେ ପହଞ୍ଚି ରାତ୍ରି 11ଘ.12ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

20813/20814 ଯୋଧପୁର-ପୁରୀ-ଯୋଧପୁର ଏକ୍ସପ୍ରେସ ଯୋଧପୁରରୁ 25 ମାର୍ଚ୍ଚ ଏବଂ ପୁରୀରୁ 29 ମାର୍ଚ୍ଚ ଠାରୁ ଛାଡୁଥିବା ଟ୍ରେନ ବ୍ରଜରାଜ ନଗର ଠାରେ ରହଣି କରିବ।  ଯୋଧପୁରରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 12ଘ.24ମି.ରେ ପହଞ୍ଚି ରାତ୍ରି 12ଘ.26ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ, ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବ୍ରଜରାଜ ନଗରରେ ରାତ୍ରି 12ଘ.46ମି.ରେ ପହଞ୍ଚି ରାତ୍ରି 12ଘ.48ମି.ରେ ଯୋଧପୁର ଅଭିମୁଖେ ଯାତ୍ରା କରିବ।

ବେଲପାହାଡ଼ରେ ରହଣି କରିବାକୁ ଥିବା ଟ୍ରେନ:

18477/18478 ପୁରୀ-ଯୋଗ ନଗରୀ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 24 ମାର୍ଚ୍ଚରେ ଉଭୟ ପାର୍ଶ୍ୱରୁ ଛାଡୁଥିବା ଟ୍ରେନ ବେଲପାହାଡ଼ ଠାରେ ରହଣି କରିବ। ପୁରୀରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ପୂର୍ବାହ୍ନ 11 ଘ. 09 ମି.ରେ ପହଞ୍ଚି ପୂର୍ବାହ୍ନ 11ଘ. 11 ମି.ରେ ଋଷିକେଶ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଋଷିକେଶରୁ ଛାଡୁଥିବା ଏହି ଟ୍ରେନ ଏହି ଟ୍ରେନ୍ ବେଲପାହାଡ଼ରେ ମଧ୍ୟାହ୍ନ 12 ଘ. 06 ମି.ରେ ପହଞ୍ଚି ମଧ୍ୟାହ୍ନ 12 ଘ. 08 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

12879/12880 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି – ଭୁବନେଶ୍ୱର ଏକ୍ସପ୍ରେସ ମୁମ୍ବାଇ ଠାରୁ 25 ମାର୍ଚ୍ଚ ରୁ ଏବଂ ଭୁବନେଶ୍ୱରରୁ 27 ମାର୍ଚ୍ଚରୁ ଛାଡୁଥିବା ଟ୍ରେନ ବେଲପାହାଡ଼ରେ ରହଣି କରିବ। ମୁମ୍ବାଇ ଏଲଟିଟିରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ରାତ୍ରି 10ଘ.55ମି.ରେ ପହଞ୍ଚି ରାତ୍ରି 10ଘ.57ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ, ଭୁବନେଶ୍ୱରରୁ ଛାଡୁଥିବା ଏହି ଟ୍ରେନ୍ ବେଲପାହାଡ଼ରେ ଅପରାହ୍ନ 02ଘ.20ମି.ରେ ପହଞ୍ଚି ଅପରାହ୍ନ 02ଘ.22ମି.ରେ ମୁମ୍ବାଇ ଏଲଟିଟି ଅଭିମୁଖେ ଯାତ୍ରା କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Latest News

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026

ଆଜି ଜାନୁୟାରୀ ୧୨ ତାରିଖ ସୋମବାରରେ ଜାଣନ୍ତୁ ସଂକ୍ଷେପରେ ରାଶିଫଳ, ଭାଗ୍ୟ ଓ ଭବିଷ୍ୟତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.