Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଟିଏମ୍‌ସିକୁ ଧକ୍କା : ବିଜେପିରେ ସାମିଲ୍‌ ହେଲେ ମମତାଙ୍କ ଦଳର ବିଧାୟକ
ଆଜିର ଖବର

ପୁଣି ଟିଏମ୍‌ସିକୁ ଧକ୍କା : ବିଜେପିରେ ସାମିଲ୍‌ ହେଲେ ମମତାଙ୍କ ଦଳର ବିଧାୟକ

May 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ଧକ୍କା ଲାଗିଥିବାବେଳେ ଟିଏମ୍‌ସିର କିଛି ନେତା ତଥା ବିଧାୟକ ବିଜେପିରେ ମିଶି ଦିଦିଙ୍କ ଚିନ୍ତାକୁ ଆହୁରି ବଢାଇ ଦେଉଛନ୍ତି।  ପଶ୍ଚିମବଙ୍ଗର କ୍ଷମତାଧାରୀ ପାର୍ଟି ତୃଣମୂଳ କଂଗ୍ରେସକୁ ପୁଣି ଥରେ ଝଟକା ଲାଗିଛି। ଟିଏମସିର ବିଧାୟକ ମୁନିରୁଲ ଇସଲାମ ବୁଧବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଟିଏମସିର ବରିଷ୍ଠ ନେତା ଗଦାଧର ହାଜରା, ମହମ୍ମଦ ଆସିଫ ଇକବାଲ ଓ ନିମାଇଁ ଦାସ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ମଙ୍ଗଳବାର ମଧ୍ୟ ତାଙ୍କ ପାର୍ଟିର ଦୁଇ ବିଧାୟକ ସହିତ ପାଖାପାଖି ୫୦ରୁ ଉର୍ଦ୍ଧ୍ବ କାଉନସିଲ୍‌ର ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ଯୋଗ ଦେଇଥିବା ମୁନିରୁଲ ବୀରଭୂମି ଜିଲ୍ଲାର ଲବପୁର ବିଧାନସଭାରୁ ଟିଏମସି ବିଧାୟକ ଅଟନ୍ତି। ତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କୈଳାଶ ବିଜୟବର୍ଗୀ ଦଳର ସଦସ୍ୟତା ପ୍ରଦାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025

ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନେତା କାଡାମ

September 18, 2025
Latest News

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ସେପ୍ଟେମ୍ବର ୨୦ ରେ ବୃତ୍ତିଗତ ଚିତ୍ର ଶିଳ୍ପୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା

September 18, 2025

ନିଶା କାରବାର ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ, ବାତିଲ କଲେ ଏହି ଭାରତୀୟ ଅଧିକାରୀଙ୍କ ଭିସା

September 18, 2025

ଓଡିଶା ରାଜନୀତିରେ ହଲଚଲ, ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସମର୍ଥନ ପାଇଁ ବିଜେଡି ବିଧାୟକଙ୍କୁ ସାକ୍ଷାତ

September 18, 2025

ବିଧାୟକଙ୍କ ପ୍ୟାଣ୍ଟ ସାର୍ଟ ଚୋରୀ, ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନେତା କାଡାମ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.