Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମାମଲାରେ ୪୦ ପ୍ରତିଶତ ବୃଦ୍ଧି: ୨୪ ଘଣ୍ଟାରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

କରୋନା ମାମଲାରେ ୪୦ ପ୍ରତିଶତ ବୃଦ୍ଧି: ୨୪ ଘଣ୍ଟାରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

March 30, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୁଣିଥରେ କରୋନା ଭାରତରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ମାମଲାରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୩ ହଜାର ୧୬ ଟି ନୂତନ ମାମଲା ରିପୋର୍ଟ ହୋଇଛି, ଯାହାକି ଅକ୍ଟୋବର ୨ ତାରିଖ ୨୦୨୨ ପରଠାରୁ ସର୍ବାଧିକ ଦୈନିକ କୋଭିଡ ମାମଲା ଅଟେ। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ୨ ରେ ଦୈନିକ ୩ ହଜାର ୩୭୫ ମାମଲା ରୁଜୁ ହୋଇଥିଲା।

ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ୧୨ ହଜାର ୬୯୨ କୁ ବୃଦ୍ଧି ପାଇଛି। ଗତ ୬ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୩ ହଜାର ୫୦୯ କୁ ବୃଦ୍ଧି ପାଇଛି।

ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୪୧ ଲକ୍ଷ ୬୮ ହଜାର ୩୨୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

କରୋନା ମାମଲା ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026

ଝାଡ଼ଖଣ୍ଡରେ କରମ୍‌ ବିସର୍ଜନ ବେଳେ ବଡ଼ ଅଘଟଣ: ପାଣିରେ ବୁଡ଼ି ୬ ଶିଶୁଙ୍କ ମୃତ୍ୟୁ

September 23, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

September 23, 2026

“ଦେଶଦ୍ରୋହ କାମ…”: ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

September 23, 2026
Latest News

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026

ଝାଡ଼ଖଣ୍ଡରେ କରମ୍‌ ବିସର୍ଜନ ବେଳେ ବଡ଼ ଅଘଟଣ: ପାଣିରେ ବୁଡ଼ି ୬ ଶିଶୁଙ୍କ ମୃତ୍ୟୁ

September 23, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

September 23, 2026

Odisha Assembly News: ଦ୍ବିତୀୟ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

September 23, 2026

“ଦେଶଦ୍ରୋହ କାମ…”: ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.