Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚିଲା ବାଧ୍ୟତାମୂଳକ ଟେଷ୍ଟିଂ ତାରିଖ
ଆଜିର ଖବର

୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚିଲା ବାଧ୍ୟତାମୂଳକ ଟେଷ୍ଟିଂ ତାରିଖ

April 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ (ଏଟିଏସ)ର ସ୍ଥିତିକୁ ଦୃଷ୍ଟିରେ ରଖି  ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ, ମଧ୍ୟମ ସାମଗ୍ରୀ ପରିବହନ ଯାନ/ମଧ୍ୟମ ଯାତ୍ରୀ ପରିବହନ ଯାନ ଏବଂ ହାଲୁକା ମୋଟରଯାନ ପାଇଁ ବାଧ୍ୟତାମୂଳକ ଫିଟନେସ ଟେଷ୍ଟିଂ ତାରିଖକୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ୨୯.୦୩.୨୦୨୩ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଆର ୨୭୨(ଇ) ତାରିଖ ୦୫.୦୪.୨୦୨୨ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ଅନୁଯାୟୀ, ସ୍ୱୟଂଚଳିତ ଟେଷ୍ଟିଂ ଷ୍ଟେସନର ମାନ୍ୟତା, ନିୟାମକ ଓ ନିୟନ୍ତ୍ରଣ ପାଇଁ ନିୟମ ୧୭୫ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଏକ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ ଜରିଆରେ ଗାଡ଼ିର ଫିଟନେସ ଯାଞ୍ଚ କରି ପ୍ରମାଣପତ୍ର ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା।

ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ ପାଇଁ ଏହି ନିୟମ ଆସନ୍ତକାଲି ଅର୍ଥାତ୍‌ ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ।

ଅନ୍ୟପଟେ ମଧ୍ୟମ ସାମଗ୍ରୀ ପରିବହନ ଯାନ/ମଧ୍ୟମ ଯାତ୍ରୀ ପରିବହନ ଯାନ ଏବଂ ହାଲୁକା ମୋଟରଯାନ (ପରିବହନ) ପାଇଁ ଏହି ନିୟମ ୧ ଜୁନ୍‌ ୨୦୨୪ ଠାରୁ ଲାଗୁ ହେବ।

ଏଟିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026

ପୋଲିସ ହେପାଜତରେ ଆଶୁତୋଷ ରାଙ୍କା: ଆସାମ ସରକାରଙ୍କୁ ଚେତାବନୀ ଦେଲେ ଅଭିଜିତ

September 27, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋମବାର ପାଳନ ହେବ ‘ଅଣ-ବୈଠକ ଦିବସ’

September 27, 2026
Latest News

ଚିଲିକାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଆଇନ ମନ୍ତ୍ରୀ: ତ୍ୱରିତ ପଦକ୍ଷେପ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ

September 27, 2026

ଧବଳେଶ୍ୱର ପୀଠରେ ୧୬୩ ଧାରା ଜାରି, ୨୯ ତାରିଖ ଯାଏଁ ଦର୍ଶନ ବନ୍ଦ

September 27, 2026

ପୋଲିସ ହେପାଜତରେ ଆଶୁତୋଷ ରାଙ୍କା: ଆସାମ ସରକାରଙ୍କୁ ଚେତାବନୀ ଦେଲେ ଅଭିଜିତ

September 27, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୋମବାର ପାଳନ ହେବ ‘ଅଣ-ବୈଠକ ଦିବସ’

September 27, 2026

“ଶୀଘ୍ର ଦୁନିଆ ଛାଡ଼ିବା ପାଇଁ କାମନା କରୁଛି”: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ଉପରେ କବୀରଙ୍କ ବିବାଦୀୟ ବୟାନ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.