Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାମଚଳା ବାଚସ୍ପତି ଭାବରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇବେ ସନ୍ତୋଷ ଗଙ୍ଗଓ୍ବାର
ଆଜିର ଖବର

କାମଚଳା ବାଚସ୍ପତି ଭାବରେ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇବେ ସନ୍ତୋଷ ଗଙ୍ଗଓ୍ବାର

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ବରିଷ୍ଠ ଲୋକସଭା ସାଂସଦ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ବରେଲୀରୁ ବିଜେପିର ସାଂସଦ ରହିଥିବା ଗଙ୍ଗଓ୍ବାର ୮ ଥର ପାଇଁ ସାଂସଦ ରହିଛନ୍ତି। ସମସ୍ତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇବେ ଗଙ୍ଗଓ୍ବାର। ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା ୮ ଥର ସାଂସଦ ରହିଥିବା ମାନେକା ଗାନ୍ଧୀ ଏହି ଶପଥ ଗ୍ରହଣ କାର୍ଯ୍ୟରେ ଗଙ୍ଗଓ୍ବାରଙ୍କୁ ସହାୟତା କରିବେ। ଉଭୟ ନେତା ଚଳିତ କ୍ୟାବିନେଟ୍‌ରେ ସ୍ଥାନ ପାଇବାର ସମ୍ଭାବନା ରହିଥିବାରୁ କାମଚଳା ବାଚସ୍ପତି ଭାବରେ ନିଯୁକ୍ତ କରାଯାଇଛି। ଯଦି ଉଭୟ ଗଙ୍ଗଓ୍ବାର ଏବଂ ମାନେକା କ୍ୟବିନେଟ୍‌ରେ ସ୍ଥାନ ହାସଲ କରନ୍ତି ତେବେ କେରଳର କଂଗ୍ରେସ ସାଂସଦ କୋଡିକୁନ୍ନିଲ ସୁରେଶ କାମଚଳା ବାଚସ୍ପତିର ଦାୟିତ୍ବ ନିର୍ବାହ କରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ କଂଗ୍ରେସ ନେତା କମଲ ନାଥ କାମଚଳା ବାଚସ୍ପତି ଦାୟିତ୍ବ ନିର୍ବାହ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଫର୍ସା ୱାଲେ ବାବା’ ଙ୍କୁ ହତ୍ୟା ଅଭିଯୋଗ: ଗୋ ଚାଲାଣ ଗାଡ଼ିକୁ କରୁଥିଲେ ପିଛା

March 21, 2026

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026

ଅଗ୍ନି ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

March 21, 2026
Latest News

ଆମେରିକାର ୟୁ-ଟର୍ଣ୍ଣ: ଏଥର ଇରାନରୁ ତେଲ କିଣିପାରିବ ଭାରତ

March 21, 2026

‘ଫର୍ସା ୱାଲେ ବାବା’ ଙ୍କୁ ହତ୍ୟା ଅଭିଯୋଗ: ଗୋ ଚାଲାଣ ଗାଡ଼ିକୁ କରୁଥିଲେ ପିଛା

March 21, 2026

ଆଜି ରାତିରେ ୭.୭ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ନେଇ ମାଙ୍ଗାଲୋରରେ ପହଞ୍ଚିବ ଋଷୀୟ ଜାହାଜ

March 21, 2026

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ହେବ ୧୫,୦୦୦ କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା, ପୂର୍ତ୍ତମନ୍ତ୍ରୀ

March 21, 2026

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.