Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଙ୍ଗେରୀରେ ୭ ବିଦେଶୀ ପର୍ଯ୍ୟଟକ ନିହତ, ୧୯ ନିଖୋଜ
ଆଜିର ଖବର

ହଙ୍ଗେରୀରେ ୭ ବିଦେଶୀ ପର୍ଯ୍ୟଟକ ନିହତ, ୧୯ ନିଖୋଜ

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦକ୍ଷିଣ କୋରିଆର ୭ ଜଣ ପର୍ଯ୍ୟଟକ ହଙ୍ଗେରୀରେ ପ୍ରାଣ ହରାଇଛନ୍ତି। ହଙ୍ଗେରୀର ଡାନ୍‌ବୁରେ ଏକ ଜାହାଜ ବୁଡିଯିବାରୁ ଏହି ଅଘଟଣ ଘଟିଛି। ଏହି ଘଟଣାରେ ୭ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ନିଖୋଜ ଅଛନ୍ତି। ୭ ଜଣ ମୃତକଙ୍କ ମଧ୍ୟରେ ୫ ଜଣ କୋରିଆ ନାଗରିକ ରହିଥିବା ବେଳେ ୨ ଜଣ ହଙ୍ଗେରୀ ବିଦେଶ ମନ୍ତ୍ରାଳୟ ସଦସ୍ୟ ରହିଛନ୍ତି। ବର୍ତ୍ତମାନ ବର୍ଷା ଏବଂ ବନ୍ୟା ଚାଲିଥିବା ସମୟରେ ଅନ୍ୟ ଏକ ଜାହାଜ ସହିତ ଏହି ଜାହାଜଟି ଧକ୍କା ଖାଇବା ପରେ ଏହି ଅଘଟଣ ଘଟିଥିଲା। ମୃତକଙ୍କ ଶରୀର କୋରିଆ ପଠାଯାଇଥିବା ବେଳେ ନିଖୋଜଙ୍କ ସନ୍ଧାନ ଜାରି ରହିଛି। କୋରିଆ ପକ୍ଷରୁ ଏକ ୧୮ ଜଣିଆ ଉଦ୍ଧାରକାରୀ ଦଳ ହଙ୍ଗେରୀ ନିମନ୍ତେ ପଠାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026
Latest News

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.