Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶପଥ ନେଲେ ଜଗନମୋହନ, ଆନ୍ଧ୍ରରେ ଗଢିଲେ ସରକାର
ଆଜିର ଖବର

ଶପଥ ନେଲେ ଜଗନମୋହନ, ଆନ୍ଧ୍ରରେ ଗଢିଲେ ସରକାର

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବାଇଏସ୍‌ଆର୍‌ କଂଗ୍ରେସ ପ୍ରମୁଖ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡି ଆନ୍ଧପ୍ରଦେଶର ବିଭାଜନ ପରେ ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ରୂପେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଇ.ଏସ୍‌ ପଲ୍‌ ନରସିହ୍ମା ବିଜୟଓ୍ବାଡା ନିକଟସ୍ଥ ଆଇଜିଏମସି ଷ୍ଟାଡିୟମ୍‌ଠାରେ ଏକ ଭବ୍ୟ ସମାରୋହରେ ୧୨ଘଟିକା.୨୩ମିନିଟ୍‌ ସମୟରେ ୪୬ ବର୍ଷୀୟ ଜଗନେମାହନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରେଡ୍ଡିଙ୍କ ଦଳ ଚଳିତ ବିଧାନସଭା ଓ ଲୋକସଭାରେ ବିପୁଳ ଭୋଟ୍‌ରେ ବାଜିମାତ୍‌ କରିଛି । ରାଜ୍ୟ ବିଧାନସଭାରେ ୧୭୫ଟି ଆସନରୁ ୧୫୧ଟି ଆସନ ପାଇଥିବାବେଳେ ୨୫ ଲୋକସଭା ଆସନରୁ ୨୨ଟି ବାଜିମାତ୍‌ କରିଛି । ତେବେ ଜଗନମୋହନ ଏକାକୀ ଶପଥ ନେଇଛନ୍ତି । ତାଙ୍କ ମନ୍ତ୍ରିପରିଷଦର ଗଠନ ଜୁନ୍‌ ୭କୁ କରାଯିବା ନେଇ ସୂଚନା ରହିଛି । ପ୍ରଥମଥର ପାଇଁ ନୂଆଦିଲ୍ଲୀସ୍ଥିତ ଆନ୍ଧ୍ରପ୍ରଦେଶ ଭବନରେ ଶପଥ ଗ୍ରହଣ ସମାରୋହ ଦେଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଭବ୍ୟ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡିଏମ୍‌କେ ଦଳର ସଭାପତି ଏମ୍‌ କେ ଷ୍ଟାଲିନ୍‌ ପ୍ରମୁଖ ଯୋଗ ଦେଇଛନ୍ତି । ଏହି ସମାରୋହରେ ପ୍ରାୟ ୪୦ ହଜାର ଜନତା ଏକାଠି ହୋଇଥିଲେ ।  ଜଗନ୍‌ମୋହନ ଆଜି ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହ ଉତ୍ସବରେ ସାମିଲ୍‌ ମଧ୍ୟ ହେବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026
Latest News

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026

ମିଆଁପୁରର ନାମ ବଦଳାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଏବେ ରବିନ୍ଦ୍ର ନଗର ଟାଗୋରଙ୍କ ନାମରେ ହେବ ପରିଚିତ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.