Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଝଟକା, ବିଜେପିରେ ଯୋଗ ଦେଲେ ମହିଳା କାଉନସିଲର
ଆଜିର ଖବର

ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଝଟକା, ବିଜେପିରେ ଯୋଗ ଦେଲେ ମହିଳା କାଉନସିଲର

April 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ୍ ଆଦମୀ ପାର୍ଟିର ଜଣେ ମହିଳା କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି। ଦ୍ୱାରକାରୁ ଆମ୍ ଆଦମୀ ପାର୍ଟିର କାଉନସିଲର ସୁନୀତା ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ତାଙ୍କୁ ଦଳରେ ସାମିଲ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମେୟର ପଦବୀ ପାଇଁ ନିର୍ବାଚନ ଏପ୍ରିଲ ୨୬ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​୨୫୦ ଟି ସିଟ୍ ମଧ୍ୟରୁ ବିଜେପି ୧୦୪ ଟି ସିଟ୍ ଜିତିଛି। ଯେଉଁଠାରେ ଏଏପି ୧୩୪ ଟି ସିଟ୍ ପାଇଛି। ମେୟର ନିର୍ବାଚନ ପୂର୍ବରୁ ବିଜେପିର ଦୁଇଜଣ କାଉନସିଲର ବିଜେପିରେ ଯୋଗ ଦେଇଥିଲେ ଏବଂ ଏହାର କାଉନସିଲରଙ୍କ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଆଉ ଜଣେ କାଉନସିଲର ଝାଡୁ ଛାଡି ପଦ୍ମ ଧରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ର ମେୟର ନିର୍ବାଚନ ପାଇଁ ଅଧ୍ୟକ୍ଷ ଭାବେ ବରିଷ୍ଠ ଏଏପି କାଉନସିଲର ମୁକେଶ ଗୋୟଲଙ୍କୁ ମନୋନୀତ କରିଛନ୍ତି। କେଜ୍ରିୱାଲ ଏକ ଟୁଇଟ୍‌ରେ କହିଛନ୍ତି ଯେ, ପ୍ରିଜାଇଡିଂ ଅଫିସରଙ୍କ ନିଯୁକ୍ତି ଲାଗି ଫାଇଲ ଉପ-ରାଜ୍ୟପାଳ ଭି.କେ ସକ୍ସେନାଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଛି।

ବିଜେପି ମେୟର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026

“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026

ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ

February 10, 2026
Latest News

ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏବେ ପୁସ୍ତକକୁ ନେଇ ପ୍ରତିକ୍ରିୟା ଦେଲେ ଜେନେରାଲ ନରବଣେ

February 10, 2026

“ଭାରତକୁ ଚଳାଉଛନ୍ତି ଚାରି ଗୁଜୁରାଟୀ”: IND vs PAK ମ୍ୟାଚ୍ ପୂର୍ବରୁ ବିଷ ଓଗାଳିଲେ ଶାହିଦ ଆଫ୍ରିଦି

February 10, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

ଆୟୁଷ ଡାକ୍ତରଙ୍କ ବଢିଲା ଦରମା, ଏଣିକି ବରିଷ୍ଠତା ଭିତ୍ତିରେ ସେମାନେ ମାସକୁ ପାଇବେ..

February 10, 2026

ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.