Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେୟାର ବଜାରରେ ଉତ୍ଥାନ : ୪୦ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ
ଆଜିର ଖବର

ସେୟାର ବଜାରରେ ଉତ୍ଥାନ : ୪୦ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ

May 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sensex crosses 40 thousand mark

ସେୟାର ବଜାରର ଅନ୍ତିମ କାର୍ଯ୍ୟ ଦିବସରେ ୩୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି । ଦିନର ପ୍ରାରମ୍ଭିକ ପର୍ଯ୍ୟାୟ ଟ୍ରେଣ୍ଡରେ ସେନସେକ୍ସରେ ୨୭୧.୧୨ ପଏଣ୍ଟ ବୃଦ୍ଧକି ସହିତ ୪୦୧୧୯.୮୧ପଏଣ୍ଟ ରହିଥିବା ବେଳେ ଏହାର ଅଭିବୃଦ୍ଧି ହାର ୦.୬୮ ପ୍ରତିଶତ ରହିଛି । ଏହି ସମୟରେ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ନିଫ୍‌ଟୀ) ମଧ୍ୟ ୧୨ହଜାର ପଏଣ୍ଟ ଅତିକ୍ରମ କରିଛି । ନିଫ୍‌ଟି ୮୧.୨୦ ପଏଣ୍ଟର ଅଭିବୃଦ୍ଧି ସହିତ ୧୨୦୨୭.୧୦ ପଏଣ୍ଟ ରହିଥିବା ବେଳେ ଏହାର ଅଭିବୃଦ୍ଧି ହାର ମଧ୍ୟ ୦.୬୮ପ୍ରତିଶତ ରହିଛି । ଏସିଆନ୍‌ ପେଣ୍ଟସ୍‌, କୋଲ୍‌ ଇଣ୍ଡିଆ, ଟିସିଏସ୍‌, ଓଏନ୍‌ଜିସି, ଏଚ୍‌ସିଏଲ୍‌, ଏଲ୍‌ ଆଣ୍ଡ ଟି, ଏସ୍‌ବିଆଇ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ୩ ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ହାସଲ କରିଛନ୍ତି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ଟଙ୍କା ୧୫ ପଇସା ଶକ୍ତିଶାଳୀ ହୋଇଛି । ଗୁରୁବାର ଡଲାରର ବିନିମୟ ମୂଲ୍ୟ ୬୯.୮୭ଟଙ୍କା ରହିଥିବା ବେଳେ ଆଜି ଏହା ୬୯.୭୨ପଇସାକୁ ହ୍ରାସ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

December 8, 2025
Latest News

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜପରୀ ବିଲ୍, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ

December 8, 2025

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.