Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେୟାର ବଜାରରେ ଉତ୍ଥାନ : ୪୦ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ
ଆଜିର ଖବର

ସେୟାର ବଜାରରେ ଉତ୍ଥାନ : ୪୦ ହଜାର ପଏଣ୍ଟ ଅତିକ୍ରମ କଲା ସେନସେକ୍ସ

May 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
sensex crosses 40 thousand mark

ସେୟାର ବଜାରର ଅନ୍ତିମ କାର୍ଯ୍ୟ ଦିବସରେ ୩୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି । ଦିନର ପ୍ରାରମ୍ଭିକ ପର୍ଯ୍ୟାୟ ଟ୍ରେଣ୍ଡରେ ସେନସେକ୍ସରେ ୨୭୧.୧୨ ପଏଣ୍ଟ ବୃଦ୍ଧକି ସହିତ ୪୦୧୧୯.୮୧ପଏଣ୍ଟ ରହିଥିବା ବେଳେ ଏହାର ଅଭିବୃଦ୍ଧି ହାର ୦.୬୮ ପ୍ରତିଶତ ରହିଛି । ଏହି ସମୟରେ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ (ନିଫ୍‌ଟୀ) ମଧ୍ୟ ୧୨ହଜାର ପଏଣ୍ଟ ଅତିକ୍ରମ କରିଛି । ନିଫ୍‌ଟି ୮୧.୨୦ ପଏଣ୍ଟର ଅଭିବୃଦ୍ଧି ସହିତ ୧୨୦୨୭.୧୦ ପଏଣ୍ଟ ରହିଥିବା ବେଳେ ଏହାର ଅଭିବୃଦ୍ଧି ହାର ମଧ୍ୟ ୦.୬୮ପ୍ରତିଶତ ରହିଛି । ଏସିଆନ୍‌ ପେଣ୍ଟସ୍‌, କୋଲ୍‌ ଇଣ୍ଡିଆ, ଟିସିଏସ୍‌, ଓଏନ୍‌ଜିସି, ଏଚ୍‌ସିଏଲ୍‌, ଏଲ୍‌ ଆଣ୍ଡ ଟି, ଏସ୍‌ବିଆଇ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ୩ ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ହାସଲ କରିଛନ୍ତି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ଟଙ୍କା ୧୫ ପଇସା ଶକ୍ତିଶାଳୀ ହୋଇଛି । ଗୁରୁବାର ଡଲାରର ବିନିମୟ ମୂଲ୍ୟ ୬୯.୮୭ଟଙ୍କା ରହିଥିବା ବେଳେ ଆଜି ଏହା ୬୯.୭୨ପଇସାକୁ ହ୍ରାସ ପାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.