Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Cyclone Update: ସୃଷ୍ଟି ହେଲା ବାତ୍ୟା, ଆଜି ରାତିରେ ଭୀଷଣ ବାତ୍ୟା, କାଲି ଅତିଭୀଷଣ
ଆଜିର ଖବର

Cyclone Update: ସୃଷ୍ଟି ହେଲା ବାତ୍ୟା, ଆଜି ରାତିରେ ଭୀଷଣ ବାତ୍ୟା, କାଲି ଅତିଭୀଷଣ

May 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Cyclone Update: ସୃଷ୍ଟି ହେଲା ବାତ୍ୟା, ଆଜି ରାତିରେ ଭୀଷଣ ବାତ୍ୟା, କାଲି ଅତିଭୀଷଣ

ଭୁବନେଶ୍ବର: ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା “ମୋକା“। ଏହା ଆଜି ମଧ୍ୟ-ରାତ୍ର ସୁଦ୍ଧା ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଅତିଭୀଷଣ ବାତ୍ୟା ର ରୂପ ନେବା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନାହିଁ ବୋଲି ପୂର୍ବରୁ କୁହାଯାଇଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରି ବାତ୍ୟାର ରୂପ ନେଇଛି। ଏହି ସମୟରେ ଘଣ୍ଟାକୁ ଆଠ କିଲୋମିଟର ବେଗରେ ପ୍ରବାହିତ ହେଉଥିଲା। ଏହା ବର୍ତ୍ତମାନ ପୋର୍ଟ ବ୍ଲେୟାରର ପ୍ରାୟ 510 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ବାଂଲାଦେଶର କକ୍ସ ବଜାର ଠାରୁ 1210 କିଲୋମିଟର ଏବଂ ମିଆଁମାର ଠାରୁ 1120 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି।

cyclone CycloneMocha ବାତ୍ୟା ବାତ୍ୟା ମୋଚା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025

ୟୁପିରେ ଧର୍ମାନ୍ତରୀକରଣ ମାମଲା: ଛାଙ୍ଗୁରଙ୍କୁ ସାହାଯ୍ୟ କରିଥିବା ଇନ୍ସପେକ୍ଟର ଅବଦୁର ରେହମାନ ନିଲମ୍ବିତ

July 24, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025

ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ: ମଝି ଆକାଶରେ ନିଖୋଜ ହେଲା ବିମାନ, ପରେ ମିଳିଲା ଭଗ୍ନାବଶେଷ

July 24, 2025
Latest News

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025

ୟୁପିରେ ଧର୍ମାନ୍ତରୀକରଣ ମାମଲା: ଛାଙ୍ଗୁରଙ୍କୁ ସାହାଯ୍ୟ କରିଥିବା ଇନ୍ସପେକ୍ଟର ଅବଦୁର ରେହମାନ ନିଲମ୍ବିତ

July 24, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025

ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ: ମଝି ଆକାଶରେ ନିଖୋଜ ହେଲା ବିମାନ, ପରେ ମିଳିଲା ଭଗ୍ନାବଶେଷ

July 24, 2025

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.