Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନସିବି ଏବଂ ଭାରତୀୟ ନୌସେନାର ବଡ କାର୍ଯ୍ୟାନୁଷ୍ଠାନ, ୧୨ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ
ଆଜିର ଖବର

ଏନସିବି ଏବଂ ଭାରତୀୟ ନୌସେନାର ବଡ କାର୍ଯ୍ୟାନୁଷ୍ଠାନ, ୧୨ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ

May 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଚି: କେରଳରେ ଏନସିବି ଏବଂ ଭାରତୀୟ ନୌସେନା ମିଳିତ ଅପରେସନ୍ ଚଳାଇବାବେଳେ ୧୨ ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ଏହି ଚଢାଉରେ ୨୫୦୦ କିଲୋଗ୍ରାମ ମିଥାମଫେଟାମାଇନ୍ ଡ୍ରଗ୍ସ ଜବତ କରାଯାଇଛି। ଏହା ପ୍ରଥମ ଥର ପାଇଁ ଦେଶରେ ମିଥାମଫେଟାମାଇନ୍ ଡ୍ରଗ୍ସର ଏତେ ବଡ ସାମଗ୍ରୀ ଦେଖିବାକୁ ମିଳିଛି। ନୌସେନା ମଧ୍ୟ ପାକିସ୍ତାନୀ ସନ୍ଦିଗ୍ଧ ନାଗରିକଙ୍କୁ ଏହି ସାମଗ୍ରୀ ସହିତ ଗିରଫ କରିଛି। ତାଙ୍କୁ ପଚରାଉଚରା ଚାଲିଛି। କୁହାଯାଉଛି ଯେ, ଏହି ଡ୍ରଗ୍ସଗୁଡିକ ଆଫଗାନିସ୍ତାନରୁ କେରଳକୁ ସମୁଦ୍ର ଦେଇ ଅଣାଯାଇଥିଲା। ଏ

ଏନସିବି ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅପରେସନରେ ପ୍ରାୟ ୩୨୦୦ କିଗ୍ରା ମିଥାମଫେଟାମାଇନ୍, ୫୦୦ କିଲୋଗ୍ରାମ ହିରୋଇନ୍ ଏବଂ ୫୨୯ କିଗ୍ରା ଚରସ ଜବତ କରାଯାଇଛି। ଆଫଗାନିସ୍ତାନରୁ ଭାରତକୁ ଚୋରା ଚାଲାଣ କରାଯାଉଥିବା ଡ୍ରଗ୍ସ ବିରୋଧରେ ଏହି ଅପରେସନ ଆରମ୍ଭ କରାଯାଇଛି।

ଏନସିବି କେରଳ ଭାରତୀୟ ନୌସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.